ଓଡିଶା

ସରକାରୀ ବାବୁଙ୍କ ଅବହେଳା କରାଣରୁ ଦୁଃଖ ଭୋଗୁଛନ୍ତି ଅନେକ ପରିବାର

ନୟାଗଡ: ନୟାଗଡ ଜିଲ୍ଲା ଖଣ୍ଡପଡ଼ା ତହସିଲରେ ବସୁନ୍ଧରା ଯୋଜନା ପାଲଟିଛି ପ୍ରହସନ । ଭୂମିହୀନଙ୍କ ନାମରେ ଆସୁଛି ସରକାରୀ କଳରୁ ଟଙ୍କା । ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଅବହେଳା କାରଣରୁ ଲୋକେ ଦୀର୍ଘବର୍ଷ ହେବ ମୌଳିକ ସୁବିଧାରୁ ହେଉଛନ୍ତି ବଞ୍ଚିତ । ନିଜର ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ବିଭିନ୍ନ ସରକାରୀ ଅଫିସକୁ ଦୌଡି ଦୌଡି ଥକିଲେଣି ସିନା, ହେଲେ ଅଫିସ ଭିତରେ ବସିଥିବା ସରକାରୀ ବାବୁଙ୍କ କାନରେ ପଡୁନି ଗରିବଗୁରୁବାଙ୍କ ଯନ୍ତ୍ରଣା କାହାଣୀ । ନୟାଗଡ […]