ଓଡିଶା

ଜଲିଗଲା ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ସରକାରୀ ସହାୟତା ଲୋଡୁଛନ୍ତି ପରିବାର ଲୋକ…

ଖଲ୍ଲିକୋଟ, ୧୬ ନଭେମ୍ବର : ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ । ଜଳିଗଲା ୩ ବଖରା ଘର ସାଙ୍ଗକୁ ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ଖଲ୍ଲିକୋଟ ବ୍ଲକ କମଳାପଦର ଗାଁର ସ୍ବର୍ଗତ ଦେବ ପାହାନଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି l ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଝିଅ ବିବାହକୁ ଅଳ୍ପ କିଛି ଦିନ ବାକି ଥିବାବେଳେ କିପରି ଝିଅକୁ ଶାଶୁ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର […]