ଘରୋଇ ଆଇଟିଆଇ ସଂସ୍ଥା ପକ୍ଷରୁ ଓଁଙ୍କାର ସେବାଶ୍ରମରେ ପୋଷାକ ଓ ଶୀତବସ୍ତ୍ର ବଣ୍ଟନ…
ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ମଦନପୁର ପଂଚାୟତ ବାମ୍ଫିଡି ଗୋଡିସାହି ସ୍ଥିତ ଓଁକାର ସେବାଶ୍ରମରେ ଓଡିଶା ଘରୋଇ ଆଇଟିଆଇ ଆସୋସିଏସନ ସଂସ୍ଥା ପକ୍ଷରୁ ଓଁଙ୍କାର ସେବାଶ୍ରମରେ ଅଧ୍ୟୟନରତ ଅନାଥ ତଥା ଗରିବ ଶିଶୁ ମାନଙ୍କୁ ପୋଷାକ ଓ ଶିତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ଜୋନର ସାଧାରଣ ସମ୍ପାଦକ ସଭାପତିତ୍ୱ କରିଥିବା ବେଳେ ଓଁଙ୍କାର ସେବାଶ୍ରମ ମ୍ୟାନେଜିଂ ଟ୍ରଷ୍ଟି ତଥା ଭାଇସ ଚେୟାରମ୍ୟାନ ଗୋବର୍ଦ୍ଧନ ବେହେରା […]