ଓଡିଶା

ଘସିପୁରାର ଭାଜପା ବିଧାୟକ ପ୍ରାର୍ଥୀ ହେଲେ ଡ଼ ଶମ୍ଭୁନାଥ ରାଉତ…

ଘସିପୁରା, ୩/୫ : କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ ହେଉଛି ଓଡ଼ିଶାର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣାକୁ ନେଇ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପ୍ରାର୍ଥୀ ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସହ ବିଭିନ୍ନ ମହଲରେ ଆଲୋଚନା ହେଉଥିବା ବେଳେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟି ଘସିପୁୁରା ପାଇଁ ଭାଜପା ତାର ପ୍ରାର୍ଥୀ […]

ଓଡିଶା

ଶାଳଦେଇ ବାଲି ଘାଟରୁ ବେଆଇନ ବାଲି ଚାଲାଣ ଘଟଣା, ବାପ ପୁଅ ଗିରଫ…

ଘସିପୁରା, ୬/୧ (ସ୍ମୃତି ରଞ୍ଜନ ବିହାରୀ) : କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅଧିନ ଶାଳଦେଇ ବୈତରଣୀ ବାଲିଘାଟକୁ ସମ୍ପୁର୍ଣ୍ଣ ବନ୍ଦ କରିବା ନେଇ ଦୀର୍ଘ ଦିନ ହେଲା ଧାରଣା ଏବଂ ପ୍ରତିବାଦ କରି ଆସୁଥିବା ଶାଳଦେଇ ଗ୍ରାମର ହରିହର ବୋଇତେଇଙ୍କ ସମ୍ପର୍କୀୟ ଭାଇ କଳାକର ବୋଇତେଇ ଏବଂ ତାଙ୍କ ପୁଅ ସୁବ୍ରତ ଭୋରରୁ ଏକ ଟ୍ରାକ୍ଟ୍ରର ଯୋଗେ ବେଆଇନ ଭାବେ ଘାଟରୁ ବାଲି ଉତ୍ତୋଳନ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଘଷିପୁରା ତହସିଲଦାର […]

ଓଡିଶା

ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ

ଘସିପୁରା, ୬/୧ (ସ୍ମୃତି ରଞ୍ଜନ ବିହାରୀ) : ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ପୁରୁଣା ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛନ୍ତି ଡ୍ରାଇଭର ମହାସଂଘ । ଏହି ଆନ୍ଦୋଳନ କାରଣରୁ ବିଭିନ୍ନ ଅଞ୍ଚଳରେ ପ୍ରଭାବ ପଡିନଥିବା ବେଳେ ଆନନ୍ଦପୁର ବ୍ଲକର ହଜାର ହଜାର ଡ୍ରାଇଭର ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆନ୍ଦୋଳନାତ୍ମକ ସଭାରେ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳାରେ ଷ୍ଟିଅରିଂ […]

ଓଡିଶା

ମାଗଣା କିଡନୀ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ…

ଘସିପୁରା, ୫/୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା କିଡନୀ, ଡାଇବେଟିସ, ଉଚ୍ଚ ରକ୍ତଚାପ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାଇଁକୁଳ ଗୋଷ୍ଠୀ ଚିକିତ୍ସାଧିକାରୀ ଡାକ୍ତର ରଞ୍ଜିବ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ନିରଂଜନ ବେହେରା, ଡାକ୍ତର ଡି.ଜଗନ୍ନାଥ, ଡାକ୍ତର ଆଶୁତୋଶ ପାଣି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିଥିଲେ । ଏଲଟି ପ୍ରଭୁକୃପା ନାୟକ, ମହିଳା ସ୍ୱାସ୍ଥ୍ୟକର୍ମୀ ସାରଥି […]

ଓଡିଶା

ବେଳ ଗଡିଲେ ଗାଁ ମୁହାଁ ହେଉଛନ୍ତି ଭାଲୁ…

ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : ଶୀତ ସରି ସରି ଆସିଲାଣି, ଆଉ ଏବେ ଖାଦ୍ୟ ଅନ୍ୱେଷଣରେ ବେଳ ବୁଡିଲେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଭାଲୁ । ଆନନ୍ଦପୁର ବନଖଣ୍ଡ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ଗଁପୁର ଏବଂ ଅଙ୍ଗାରୁଆ ଗାଁରେ ସନ୍ଧ୍ୟା ୫ ଟା ସମୟରେ ଗଁପୁର ପଂଚାୟତ କାର୍ଯ୍ୟାଳୟ ନିକଟରେ ଏକ ଜଙ୍ଗଲି ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ହୋ ହାଲ୍ଲା କରିବାରୁ ଭାଲୁ ଅଙ୍ଗାରୁଆ ଗାଁ ଆଡକୁ ମୁହାଁଇଥିଲା […]

ଓଡିଶା

ଘରୋଇ ଆଇଟିଆଇ ସଂସ୍ଥା ପକ୍ଷରୁ ଓଁଙ୍କାର ସେବାଶ୍ରମରେ ପୋଷାକ ଓ ଶୀତବସ୍ତ୍ର ବଣ୍ଟନ…

ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ମଦନପୁର ପଂଚାୟତ ବାମ୍ଫିଡି ଗୋଡିସାହି ସ୍ଥିତ ଓଁକାର ସେବାଶ୍ରମରେ ଓଡିଶା ଘରୋଇ ଆଇଟିଆଇ ଆସୋସିଏସନ ସଂସ୍ଥା ପକ୍ଷରୁ ଓଁଙ୍କାର ସେବାଶ୍ରମରେ ଅଧ୍ୟୟନରତ ଅନାଥ ତଥା ଗରିବ ଶିଶୁ ମାନଙ୍କୁ ପୋଷାକ ଓ ଶିତବସ୍ତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ଜୋନର ସାଧାରଣ ସମ୍ପାଦକ ସଭାପତିତ୍ୱ କରିଥିବା ବେଳେ ଓଁଙ୍କାର ସେବାଶ୍ରମ ମ୍ୟାନେଜିଂ ଟ୍ରଷ୍ଟି ତଥା ଭାଇସ ଚେୟାରମ୍ୟାନ ଗୋବର୍ଦ୍ଧନ ବେହେରା […]

ଓଡିଶା

ବସନ୍ତମଞ୍ଜରୀ ଟ୍ରଷ୍ଟ ପକ୍ଷରୁ ଜନାର୍ଦ୍ଦନପୁର‐ପାଟଣା ଗ୍ରାମରେ କମ୍ବଳ ବଂଟନ

ଘସିପୁରା, ୪/୧ (ସ୍ମୃତି ରଞ୍ଜନ ବିହାରୀ) : କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବସନ୍ତ ମଞ୍ଜରୀ ଫାଉଣ୍ଡେସନ ପକ୍ଷରୁ ଘସିପୁରା ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର‐ପାଟଣା ଗ୍ରାମର ଅସହାୟ ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଂଟନ କରାଯାଇଛି । ବ୍ୟଙ୍ଗକବି ଘନଶ୍ୟାମ ବୋଇତେଇଙ୍କ ସଂଯୋଜନାରେ ବସନ୍ତ ମଞ୍ଜରୀ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଟ୍ରଷ୍ଟି ଡଃ ରତିକାନ୍ତ ବରାଳ ଉପସ୍ଥିତ ରହି ୫୦ ରୁ ଉର୍ଦ୍ଧ୍ବ ଅସହାୟ ଗରିବ ବୃଦ୍ଧବୃଦ୍ଧା […]

ଓଡିଶା

ଉଚ୍ଚଶିକ୍ଷା, କ୍ରୀଡା ଓ ସସ୍କୃତି ବିଭାଗ ସଂଯୋଜନାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ…

ଘସିପୁରା, ୨୬/୧୧ (ନି.ପ୍ର.) : ଘସିପୁରା ବ୍ଲକ ସାଇଁକୁଳ ସ୍ଥିତ ପତିତପାବନ ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା ଓ ସସ୍କୃତି ବିଭାଗ ସଂଯୋଜନାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପତିତପାବନ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ସମ୍ମାନୀତ ଅତିଥି ଭାବେ ସାଇଁକୁଳ ସରପଂଚ ମିରାରାଣୀ ନାୟକ, +୩ […]