ସରକାରୀ ସମ୍ପତ୍ତି ନଷ୍ଟ କରି ନିଜେ ମାଲେମାଲ୍ ହେବେ ଲିଜଧାରୀ…
କଳାହାଣ୍ଡି, ୨୭/୧୧ (ରଜତ ପଟ୍ଟନାୟକ) : ଲିଜଧାରୀ ବାଲି ଉଠାଇ ନିଜର କାରବାର କରିବେ । ହେଲେ ଏଥପାଇଁ ନଷ୍ଟ କରିବେ ସରକାରୀ ସମ୍ପତ୍ତି । ଏ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନମାଠ ପଂଚାୟତ ଅମାଠ ନଦୀ ବାଲି ଘାଟରେ । ସୂଚନା ଅନୁସାରେ, ବାଲି ଲିଜ ନେଇଥିବା ଲିଜଧାରୀ ବାଲି ଚାଲାଣ କରିବା ପାଇଁ ନଦୀ ହୁଡ଼ାକୁ କାଟି ହାଇୱା ଯିବା ପାଇଁ ରାସ୍ତା ନିର୍ମାଣ କରି ଏବେ […]