୩ ରୁ କେଶଦୁରାପାଳ ଆଂଚଳିକ ବାଲିଯାତ୍ରା…
ଘସିପୁରା, ୨୯/୧୧ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ୍ କେଶଦୁରାପାଳ ଗ୍ରାମରେ ଆସନ୍ତା ୩ ତାରିଖରୁ ଅନୁଷ୍ଠିତ ହେବ ବାଲିଯାତ୍ରା । ଏଥିପାଇଁ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଆଠଦିନ ଧରି ବାଲିଯାତ୍ରା ଆୟୋଜିତ ହେବ ବୋଲି କହିଛନ୍ତି କମିଟି ସଭାପତି ଭିକାରି ଚରଣ ବିନ୍ଧାଣୀ । ବାଲିଯାତ୍ରାରେ ଶହେରୁ ଉର୍ଦ୍ଧ୍ୱ ଷ୍ଟଲ୍ ସହ ମୀନାବଜାର, ଦୋଳି ଲାଗିବ । ଏହାସହ ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ […]