ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ…
ଘସିପୁରା,୧୩/୧୨ (ସ୍ମୃତି ରଞ୍ଜନ ବିହାରୀ) : ନୂଆ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଘସିପୁରା ବ୍ଲକ ସାଇଁକୁଳ ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଅଧ୍ୟକ୍ଷ ଶରତ କୁମାର ଜେନା ଏବଂ ଅମୂଲ୍ୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ସିଏମଡି ରାଜେନ୍ଦ୍ର କୁମାର ରାଉତ ଏବଂ ସାଇଁକୁଳ ପୂର୍ବତନ ସରପଂଚ ବିଭାଷ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ଏଥିରେ +୩ ବିଭାଗର ମୁଖ୍ୟ […]