ମହାଦେବଙ୍କୁ କରିପାରିଲେନି ଦର୍ଶନ, ହାତରେ ବାହୁଙ୍ଗି ଧରି ଅନ୍ତିମ ଯାତ୍ରାରେ ଭକ୍ତ…
ସାଲେପୁର, (ଏଫ୍ ଟୁ ଏସ୍ /ଅଭୟ ଜେନା) : ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ମହାଦେବଙ୍କୁ ଜଲଲାଗି କରିବାକୁ ଘରୁ ବାହାରିଥିଲେ ଭକ୍ତ । ହେଲେ ଜାଣି ନ ଥିଲେ ମହାଦେବଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଘଟିଯିବ ଅଘଟଣ । ରବିବାର ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ତହସିଲ ଅଫିସ ଛକରେ ଏକ କାର କାଉଡିଆମାନଙ୍କ ଉପରେ ମାଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ତିନି ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ […]