ମା’ଙ୍କ ଆଗମନ ପୂର୍ବରୁ ଧରାପୃଷ୍ଠକୁ ସଜାଉଛି ଧୋବ ଫରଫର କାଶତଣ୍ଡୀ ସମ୍ଭାର
ଗଜପତି: ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ । ଶରତର ଆଗମନରେ କାଶତଣ୍ଡୀର ସମ୍ଭାର ଦେଖିବାକୁ ମିଳେ । ରାସ୍ତାକଡ଼ଠାରୁ ଆରମ୍ଭ କରି ଚାଷ ଜମି, ନଇପଠା ଯାଏଁ ସବୁଠି ସୁଲୁସୁଲିଆ ପବନରେ ଦୋଦଲ୍ୟମାନ ହେଉଥାଏ କାଶତଣ୍ଡୀ ରାଣୀ । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡୀର ସମ୍ଭାର । ମଳୟ ପବନରେ ପାର୍ବଣ ଋତୁର ବାସ୍ନା ବାରି ହୋଇ ଗଲାଣି । ମାଆଙ୍କ ଆଗମନରେ ଧୋବ ଫରଫର ଚାଦରରେ ଧରଣୀ ମା’ର ଶୋଭା ମଣ୍ଡନ […]