ଓଡିଶା କଳା ସଂସ୍କୃତି

ରାସ ଉତ୍ସବର ଅନ୍ତିମ ପର୍ବ ଅବସରରେ ଉତ୍ସବ ମୁଖର ରାଧାମାଧବ ମଠ…

ସାଲେପୁର, ୨୭/୧୧ (ଅଭୟ ଜେନା) : ପବିତ୍ର ପଞ୍ଚକ ବ୍ରତ ଉପଲକ୍ଷେ ସପ୍ତାହ ବ୍ୟାପୀ ରାସ ଉତ୍ସବର ଅନ୍ତିମ ପର୍ବ କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବ ମୁଖର ହୋଇଛି ଜନାର୍ଦ୍ଦନପୁର ଓ କଳମିଶ୍ରି ପଞ୍ଚାୟତ । ସ୍ଥାନୀୟ ରାଧାମାଧବ ପୀଠରେ ସପ୍ତାହ ବ୍ୟାପୀ ଶ୍ରୀମଦଭାଗବତ ପରାୟଣ ଓ ଶରଦ ରାସ ଅନୁଷ୍ଠିତ ହୋଇଯାଇଛି । ରାଧାମାଧବ ମଠ ଆନୁକୂଲ୍ୟରେ ମହନ୍ତ ଶ୍ରୀ ବିପ୍ର ଚରଣ ଦାସଙ୍କ ତତ୍ୱାବଧାନରେ ଵିଧି ପୂର୍ବକ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ରାସ ପୂର୍ଣ୍ଣିମା […]

ଓଡିଶା କଳା ସଂସ୍କୃତି

କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ମା ବରାଳ ଦେବୀଙ୍କ ପୀଠରେ ଭିଡ…

କନ୍ଧମାଳ, ୨୭/୧୧ : ସାରାରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣମୀ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକରେ ଥିବା ମା ବରାଳ ଦେବୀଙ୍କ ପୀଠରେ ଭିଡ ପରିଳକ୍ଷିତ ହୋଇଛି । କାର୍ତ୍ତିକ ମାସର ଶେଷ ସୋମବାର ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଜମି ରହିଥିଲା । ଏଥି ମଧ୍ୟରୁ ଖଜୁରୀପଡ଼ା ବ୍ଲକ ମଧ୍ୟରେ ଥିବା ପ୍ରସିଦ୍ଧ ଶିବ ଶକ୍ତି ପୀଠ ବଲସକୁମ୍ପା ମାଁ ବରାଳ ଦେବୀ ପୀଠରେ […]

ଓଡିଶା କଳା ସଂସ୍କୃତି

କାର୍ତ୍ତିକ ପୂର୍ଣ୍ଣିମା ମହତ୍ବ କ’ଣ ? କାହିଁକି ପାଳନ କରାଯାଏ ଏହି ପରମ୍ପରା ?

ଓଡ଼ିଆ ଧର୍ମ ଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ ଗୁରୁତ୍ବ ବହନ କରେ । ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା l କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ l କାର୍ତ୍ତିକ ମାସ ସାରା ଦେବା ଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ l ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି । ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ […]