ଡିସେମ୍ବର ୮ରୁ ପୁରୁଣାବାନ୍ଧଗୋଡା ଗାଁ ମହୋତ୍ସବ ଆରମ୍ଭ…
ଘସିପୁରା, ୦୬/୧୨ (ସ୍ମୃତି ରଞ୍ଜନ ବିହାରୀ) : ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମରେ ଚଳିତ ଡିସେମ୍ବର ୮ ତାରିଖ ଶୁକ୍ରବାରଠାରୁ ୫ ଦିନ ବ୍ୟାପି ଗାଁ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଇଛି । ଏଥି ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଏହି ଅବସରରେ ମହୋତ୍ସବ ପଡିଆରେ ମୀନା ବଜାର, ଦୋଳି, ହରେକ ମାଲ ସହ ଅନେକ ଘର କରଣା ଏବଂ ସୌଖିନ ଜିନିଷର ପସରା ମେଲିବ । ସଂଧ୍ୟାରେ ଦର୍ଶକଙ୍କ ମନୋରଂଜନ […]