ଦେଶ ବିଦେଶ

ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଶିବ କୁମାର ଉପମୁଖ୍ୟମନ୍ତ୍ରୀ

ସରିଲା କଳି । ଚିଣ୍ଡିଲା ବିବାଦ । ଜଣେ ହେବେ ମୁଖ୍ୟମନ୍ତ୍ରୀ, ଆଉ ଜଣେ ଉପମୁଖ୍ୟମନ୍ତ୍ରୀ । ଗତ ୪ ଦିନ ଧରି ଚାଲିଥିବା କର୍ଣ୍ଣାଟକର ହାଇ ପଲଟିକାଲ ଡ୍ରାମାରେ ଯବନିକା ପଡ଼ିଛି । ଶେଷରେ ଦଳ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଡିକେ ଶିବ କୁମାରଙ୍କୁ ଡେପୁଟି ସିଏମ୍‌ ପଦରେ ଅଭିଷିକ୍ତ କରାଇବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ମଧ୍ୟାହ୍ନ ୧୨ […]

ଦେଶ ବିଦେଶ

୫ଟି ପ୍ରତିଶ୍ରୁତି ବଳରେ କର୍ଣ୍ଣାଟକ ହାତେଇଛି କଂଗ୍ରେସ

ଦୀର୍ଘଦିନ ପରେ କର୍ଣ୍ଣାଟକରେ କଂଗ୍ରେସ ଗଢିବାକୁ ଯାଉଛି ସରକାର । କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳରେ ଏଥରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖିବାକୁ ମିଳୁଛି । ଦକ୍ଷିଣ ଭାରତର ଏହି ରାଜ୍ୟରେ କଂଗ୍ରେସକୁ ବଡ ବିଜୟ ମିଳିବା ପରେ ଦଳର ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କର୍ଣ୍ଣାଟକ ବିଜୟକୁ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ରାଜ୍ୟରେ ସେହ୍ନର ବିଜୟ […]