ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଶିବ କୁମାର ଉପମୁଖ୍ୟମନ୍ତ୍ରୀ
ସରିଲା କଳି । ଚିଣ୍ଡିଲା ବିବାଦ । ଜଣେ ହେବେ ମୁଖ୍ୟମନ୍ତ୍ରୀ, ଆଉ ଜଣେ ଉପମୁଖ୍ୟମନ୍ତ୍ରୀ । ଗତ ୪ ଦିନ ଧରି ଚାଲିଥିବା କର୍ଣ୍ଣାଟକର ହାଇ ପଲଟିକାଲ ଡ୍ରାମାରେ ଯବନିକା ପଡ଼ିଛି । ଶେଷରେ ଦଳ ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଡିକେ ଶିବ କୁମାରଙ୍କୁ ଡେପୁଟି ସିଏମ୍ ପଦରେ ଅଭିଷିକ୍ତ କରାଇବା ପାଇଁ ନିଷ୍ପତ୍ତି ନେଇଛି । ଆସନ୍ତା ୨୦ ମଧ୍ୟାହ୍ନ ୧୨ […]