ଓଡିଶା

କରଣ ସମାର ଉନ୍ନତି ପାଇଁ କାମ କରିବେ ଗଜପତି କରଣ ସମାଜର ନବ ନିର୍ବାଚିତ ସଭ୍ୟ/ସଭ୍ୟା…

ଗଜପତି, (ଏଫ୍ ଟୁ ଏସ୍ /ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସ୍ଥାନୀୟ ଜୟ ବୀର ହନୁମାନ ଧ୍ୟାନ ପୀଠ, କରଣ ସାହିରେ ଆବାହକ ଅମିତ୍ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଚତୁର୍ଥ ପର୍ଯ୍ୟାୟ ବୈଠକରେ ଗଜପତିର କରଣ ମହାସଂଘର ପ୍ରଗତି, ଉନ୍ନତି ଏବଂ ବିକାଶ ନିମନ୍ତେ ସମସ୍ତେ ଏକତାର ସହ କାମ କରିବା ଏବଂ ଅନୁଷ୍ଠାନର ପଞ୍ଜୀକରଣ ପାଇଁ ଅଗ୍ରସର ହେବାକୁ ପ୍ରସ୍ତୁତି ହୋଇଥିଲେ । ଏହି ଅବସରରେ […]