ପାକିସ୍ତାନର କରାଚି ସହରରେ ଭୟଙ୍କର ବିସ୍ଫୋରଣ, ୧୦ ମୃତ
ପାକିସ୍ତାନର କରାଚି ସହରରେ ଭୟଙ୍କର ବିସ୍ଫୋରଣ । ପୁଣି ଅଶାନ୍ତ ହେଲା ପାକିସ୍ତାନର କରାଚୀ ସହର । ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ସୂଚନା । ଏହାସହ ବିସ୍ଫୋରଣରେ ଅନେକ ଲୋକ ଗୁରୁତର ହୋଇଥିବା ମଧ୍ୟ କୁହାଯାଇଛି । କରାଚିର ଶେରଶାହା ଅଞ୍ଚଳରେ ପରଚା ଛକ ଘରୋଇ ବ୍ୟାଙ୍କ ନିକଟରେ ଏହି ବିସ୍ଫୋରଣ ଘଟିଛି । ଏହି ନିଆଁରେ ପୋଡି ହୋଇ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ […]