ଓଡିଶା

ବୋଲବମ୍ ହର ହର ବମ୍ ଡାକରେ ପ୍ରକମ୍ପିତ ଶୈବପୀଠ…

କାକଟପୁର : ପବିତ୍ର ଶ୍ରାବଣମାସର  ଦ୍ଵିତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି । କାଉଡ଼ିଆ ଭକ୍ତ ପୂଣ୍ୟତ୍ବୟା ପ୍ରାଚୀ ନଦୀର ବିଶ୍ଵାମିତ୍ର ଆଶ୍ରମ  ତୁଠରୁ ପାଣିଭାର ଉଠାଇ ଶୈବପୀଠମାନଙ୍କୁ ଯାଉଥିବା ଦେଖିବାକୁ ମିଳିଛି । କୋଣାର୍କ ଅଞ୍ଚଳର ପ୍ରଖ୍ୟାତ ଠାକୁର ତଥା ପ୍ରସିଦ୍ଧ ଶୈବପୀଠ ବାବା ବାଲି କପିଳେଶ୍ଵର ଓ ପୁରୀର ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠରେ ଜଳ ଲାଗି କରିବାକୁ ଶନିବାରଠାରୁ ଏହି  କାଉଡିଆଙ୍କ ଯାତ୍ରାରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା । ଦଳ […]

ଓଡିଶା

ମହାଦେବଙ୍କୁ କରିପାରିଲେନି ଦର୍ଶନ, ହାତରେ ବାହୁଙ୍ଗି ଧରି ଅନ୍ତିମ ଯାତ୍ରାରେ ଭକ୍ତ…

ସାଲେପୁର, (ଏଫ୍ ଟୁ ଏସ୍ /ଅଭୟ ଜେନା) : ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ମହାଦେବଙ୍କୁ ଜଲଲାଗି କରିବାକୁ ଘରୁ ବାହାରିଥିଲେ ଭକ୍ତ । ହେଲେ ଜାଣି ନ ଥିଲେ ମହାଦେବଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଘଟିଯିବ ଅଘଟଣ । ରବିବାର ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ତହସିଲ ଅଫିସ ଛକରେ ଏକ କାର କାଉଡିଆମାନଙ୍କ ଉପରେ ମାଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ତିନି ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲକୁ […]