ଓଡିଶା

ପରପାରିରେ ମହାରାଜ କଂସ….

ପରପାରିରେ ମହାରାଜ କଂସ । ବରଗଡ଼ ଧନୁଯାତ୍ରାର ସୁନାମଧନ୍ୟ କଳାକାର ତଥା ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଦୀର୍ଘ ୨୩ ବର୍ଷ ଧରି ସେ ଅଭିନୟ କରିଆସୁଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ […]