ଓଡିଶା

ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ…

କନ୍ଧମାଳ, ୩୧/୦୫ : ନିୟମ ଗୋଟ, ହେଲେ କାର୍ଯ୍ୟକାରୀ ହେଉଛି ଆଉ ଗୋଟେ । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜଗତସିଂହପୁର ଜିଲ୍ଲାରେ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ମୃଖ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କନେଷ୍ଟବଳ ହୋମଗାର୍ଡ ଅଫିସର ସମୁଦାୟ ୬ ଶହରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମୃତୟନ କରାଯାଇଛି । ଟାଣ ଖରାକୁ ଖାତିର୍ ନକରି କନ୍ଧମାଳ ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ କର୍ମଚାରୀ ମାନେ ଜଗତସିଂହପୁର ଜିଲ୍ଲାରେ ପୋଲିଂ ପାର୍ଟି ସହିତ ଜଡ଼ିତ […]

ଓଡିଶା

ଚିକିତ୍ସା ଅବହେଳାରେ ରୋଗୀ ମୃତ୍ୟୁ ଅଭିଯୋଗ, ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି…

କନ୍ଧମାଳ, ୩୧/୦୫ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ପତ୍ନୀ ଅନୁସୟା ଦିଗାଲ । ମୃତକଙ୍କ ଘର ରାଶିମେଣ୍ଡି ଫୁଲବାଣୀ ବ୍ଲକ୍ ହେଇଥିବା ବେଳେ ପ୍ରଥମେ ଗୁମାଗଡ଼ ଚିକିତ୍ସାଳୟରେ ଚିକିତ୍ସା ପାଇଁ ସେ ଯାଇଥିଲେ । ହେଲେ ସେଠାରେ ଚିକିତ୍ସା ହୋଇ ନ ପାରିବାରୁ ତାଙ୍କୁ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଥିଲେ । ମାତ୍ର […]

ଓଡିଶା

କନ୍ଧମାଳରେ ଲାଲ୍ ଆତଙ୍କ, ପଲିଥିନରେ ଶବ ପଠାଇଲେ ମାଓବାଦୀ…

କନ୍ଧମାଳ, ୨୮/୦୫ : ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାରିପଙ୍ଗା ଗ୍ରାମରେ । ଗ୍ରାମର ସ୍ୱର୍ଗତଃ ଗ୍ରସକା ରୋହିତଙ୍କ ପୁଅ ମେଟଲା ରୋହିତଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମେଟଲା ମାତ୍ର ୧ ମାସ ହେବ ବିବାହିତ ଥିଲେ । ସେ ନିଜ ଅଂଚଳରେ ଚାଲୁଥିବା ବିଭିନ୍ନ ଭନ୍ନୟନମୂଳକ କାର୍ଯ୍ୟରେ ମୁନସି ତଥା ଚାଷବାସ […]

ଓଡିଶା

ଗରିବ ଅସହାୟଙ୍କ ସାରଥୀ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ କୁନା ଦିଗାଲ…

କନ୍ଧମାଳ, ୨୮/୦୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ରାଜୀବ ଦିଗାଲ ଗୋଚ୍ଛାପଡ଼ାରୁ ରାଇଗୁଡ଼ା ନିଜ ଗ୍ରାମକୁ ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହେଇଥିଲା । ଉକ୍ତ ଦୁର୍ଘଟଣାରେ ରାଜୀବଙ୍କୁ ବହୁତ ଆଘାତ ଲାଗିଥିଲା । ଖବର ପାଇ ପରିବାରଲୋକ ତାଙ୍କୁ ନିକଟସ୍ଥ ଗୋଚ୍ଛାପଡ଼ା ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରିଥିଲେ । ତେବେ ଉନ୍ନତ ଚିକିତ୍ସା ପାଇଁ ଡକ୍ଟର ତାଙ୍କୁ ଫୁଲବାଣୀ ମୂଖ୍ୟ […]

ଓଡିଶା

ହୋମଗାର୍ଡଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ଥାନା ଅଧିକାରୀ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି…

କନ୍ଧମାଳ, ୨୭/୦୫ : ପୋଲିସ ଉପରେ ଦାଉ ସାଧୁଛି ପୋଲିସ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଡ୍ରାଇଭର ସରୋଜ କୁମାର ବେହେରାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଛି । ଏପରିକି ଥାନା ଅଧିକାରୀ ଜଣକ ମିଥ୍ୟା କେସ ଲଗାଇ ହୋମଗାର୍ଡ ସରୋଜଙ୍କୁ ଜେଲରେ ପୁରାଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ହୋମଗାର୍ଡ ସରୋଜ କୁମାର ବେହେରାଙ୍କୁ […]

ଓଡିଶା

କ୍ୟାଡର ମାଓବାଦୀ ସାମାୟଙ୍କ ଆତ୍ମସମର୍ପଣ…

କନ୍ଧମାଳ, ୦୮/୫ : ସାଧାରଣ ନିର୍ବାଚନ ପାଇଁ ମତଦାନ ପାଖେଇ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୁଲିସ ପକ୍ଷରୁ ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି । ମାଓ ଇଲାକା ମାନଙ୍କରେ ଅପରେସନକୁ ଜୋରଦାର କରାଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ କରାଇବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରହିଛି । ଏ ପରିପ୍ରେକ୍ଷୀରେ କନ୍ଧମାଳର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । କ୍ୟାଡର ମାଓବାଦୀ ତଥା କେକେବିଏନ ସଙ୍ଗଠନର […]

ଓଡିଶା

ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚି ହଟହଟା ହେଲେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ…

କନ୍ଧମାଳ, ୩/୫ : ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକସଭା ଏବଂ ବିଧାନଭା ଆସନ ପାଇଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଛନ୍ତି । ଏହି ଆଧାରରେ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଗତ ଗୁରୁବାର ନାମାଙ୍କନ ଭରିବା ପାଇଁ ମାଦିକୁନ୍ଦା ଛକଠାରୁ ବଜା ବାଦ୍ୟ କରି ଜନଗହଳିରେ ଜିଲ୍ଲାପାଳଙ୍କ ନିକଟକୁ ନାମାଙ୍କନ ଦାଖଲ କରିବା ନିମନ୍ତେ ଆସିଥିଲେ । କିନ୍ତୁ ସଠିକ୍ ସମୟ ପୂର୍ବରୁ ପହଁଚି ନାମାଙ୍କନ ଦାଖଲ କରିବା ପାଇଁ ସାମନ୍ତ […]

ଓଡିଶା

ବିଶ୍ୱମ୍ବର ସାହୁ ହେଲେ କନେଷ୍ଟବଲ୍ ହାବିଲଦାର୍ ସଂଘର ନୂଆ ସଭାପତି…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଏସପି ଶୁଭେନ୍ଦୁ ପାତ୍ରଙ୍କ ଆଲୋଚନା ଏବଂ ତତ୍ୱାବଧନାରେ କନ୍ଧମାଳ ଜିଲ୍ଲାର ପାଞ ଶହରୁ ଉର୍ଦ୍ଧ୍ୱ କନେଷ୍ଟବଳ ହାବିଲଦାର୍ କର୍ମଚାରୀମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା କନେଷ୍ଟବଲ୍ ଓ ହାବିଲଦାର୍ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିିତ ହୋଇଯାଇଛି । ଦୀର୍ଘ ଛଅ ବର୍ଷ ପରେ କନ୍ଧମାଳ ଜିଲ୍ଲାରେ କିଛି ଶୃଙ୍ଖଳିତ କନେଷ୍ଟବଳ ହାବିଲଦାର୍ କର୍ମଚାରୀଙ୍କ ଆଲୋଚନା କ୍ରମେ ସଂଘ କର୍ମକର୍ତା ଚୟନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ସେଥିମଧ୍ୟରୁ […]

ଓଡିଶା

ଡିଜିଟାଲ ମିଡ଼ିଆର ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କନ୍ଧମାଳ, (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହୁକୁମା ଗାନ୍ଧୀସ୍ମୁତି ସଭାଗୃହରେ କନ୍ଧମାଳ ଜିଲ୍ଲା ଡିଜିଟାଲ ମିଡ଼ିଆ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ସଭାପତି କ୍ଷିତୀଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ରଦନ କହଁର, ସମ୍ନାନିତ ଅତିଥି ଭାବେ ଅରୂପ ଜେନା, ସୁନୀଲ ପଟନାୟକ, ଅଶୋକ ପରିଡ଼ା, ତୁଷାରକାନ୍ତ ପଟନାୟକ ସଭାପତି ଓଡ଼ିଶା ଡିଜିଟାଲ ମିଡ଼ିଆ ଭୁବନେଶ୍ୱର, ରାଜକିଶୋର ସ୍ୱାଇଁ ଜେନେରାଲ ସେକ୍ରେଟାରୀ କଳିଙ୍ଗ ୟୁନିୟନ […]

ଓଡିଶା

ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

କନ୍ଧମାଳ, ୧୦/୧ (କୁନା ଦିଗାଲ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଂଚାୟତର ଲମ୍ବାଗୁଡ୍ରି ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ସୁଚାରୁରୂପେ ତୁଲେଇବା ପାଇଁ ସହକାରୀ ଶିକ୍ଷକ ବୈଦ୍ୟନାଥ ପାଟଯୋଶୀ, ଶିକ୍ଷକ ସୁକାନ୍ତ କୁମାର ସାହୁ, ଶିକ୍ଷକ ରୋହିତ କୁମାର ବେହେରା, ଶିକ୍ଷୟିତ୍ରୀ ରୁତୁପୂର୍ଣ୍ଣା ରଥ, ଶିକ୍ଷୟିତ୍ରୀ ସ୍ମୁତି ତନ୍ମୟୀ ପଣ୍ଡା […]