ଓଡିଶା ବ୍ୟବସାୟ

କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମର ଶୁଭାରମ୍ଭ କଲେ ତାରକା ଜାହ୍ମବୀ କପୁର…

ଭୁବନେଶ୍ୱର : ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନରେ ନୂଆ ସୋ’ରୁମର ଶୁଭାରମ୍ଭ ହୋଇଯାଇଛି । କଲ୍ୟାଣ ଜୁଏଲର୍ସର ସିଇଓ ସଂଜୟ ରଘୁରମଣଙ୍କ ଉପସ୍ଥିତିରେ ବଲିଉଡ୍ ତାରକା ଜାହ୍ମବୀ କପୁର ଉପସ୍ଥିତ ରହି ଓଡିଶାରେ କଲ୍ୟାଣ ଜୁଏଲର୍ସର ପଂଚମ ସୋ’ରୁମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବଲିଉଡ୍ ତାରକା ଜାହ୍ମବୀ କପୁର କହିଛନ୍ତି ଯେ, “ଭୁବନେଶ୍ୱରରେ ସୋ’ରୁମ୍ ଶୁଭାରମ୍ଭ ସମାରୋହର ଅଂଶ ହୋଇଥିବାରୁ ମୁଁ […]