ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ସହ ଧାରଣା ଦେଲେ କ୍ୟାପଟେନ୍ ମନ୍ମଥ ରାଉତରାୟ…
ଜଟଣୀ : ଫେଲ୍ ମାରିଛି ସରକାରଙ୍କ ଜାଗା ମିଶନ । ଲୋକଙ୍କ ପାଇଁ ନୁହେଁ ନିର୍ବାଚନ କାମରେ ବ୍ୟସ୍ତ ସରକାରୀ ବାବୁ । ଲୋକଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଲାଗି ନାଗରିକ କମିଟି ତରଫରୁ ବିଗତ ଜୁନ ୨୬ ତାରିଖରେ ଜଟଣୀ ପୌର ପରିଷଦ ଅଧୀନରେ ବସବାସ କରୁଥିବା ରେଳବାଇ ଅଞ୍ଚଳର ଝୁମ୍ପୁଡ଼ି ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିଲା । ସେହି ସମୟରେ ତହସିଲଦାର ମହୋଦୟ […]