ଓଡିଶା

“ଆଇ ଓମେନ୍ ଅଫ୍ ସବଷ୍ଟାନ୍ସ” ପୁରସ୍କାର ୨୦୨୪ ପାଳନ…

ଭୁବନେଶ୍ୱର, ୩/୦୬ : କଳିଙ୍ଗ ଗୌରବ ଫାଉଣ୍ଡେସନ୍ ଆନୁକୂଲ୍ୟରେ ବହୁ ପ୍ରତୀକ୍ଷିତ ୧୧ତମ ସଂସ୍କରଣ “ଆଇ ଓମେନ୍ ଅଫ୍ ସବଷ୍ଟାନ୍ସ ପୁରସ୍କାର ୨୦୨୪” ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ହୃଦୟଙ୍ଗମ କରିବା ଏବଂ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରେରଣା ଦେବାସହ ସଶକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମଦର ଅଫ୍ ଦି ଇୟର ୨୦୨୪ ଭାବରେ ସମ୍ମାନୀୟ ଗଜଲକ୍ଷ୍ମୀ […]