କାଳୀ କରାଳ ବଦନା। ପବିତ୍ର ଦୀପାବଳିରେ ଶାକ୍ତ ଉପାସନାରେ କାଳୀ ।
କାଳୀ କରାଳ ବଦନା। ନବଚନ୍ଦ୍ର ଚୁଡା ।ଆଲୋକର ପର୍ବ ଦୀପାବଳି ଭାରତର ସର୍ବତ୍ର ଲକ୍ଷ୍ମୀଙ୍କ ଉପାସନା ହେଉଥିବା ବେଳେ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ମହମାୟୀ କାଳୀଙ୍କୁ ଆରାଧନା କରାଯାଇଥାଏ। ପବିତ୍ର ଦୀପାବଳିକୁ ଆମ ଦେଶରେ ଖୁବ୍ ଧୁମଧାମରେ ପାଳନ କରାଯାଏ। ଏହିଦିନ ସମସ୍ତ ଗୃହ ଓ ମନ୍ଦିରକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇ ପିତୃପୁରୁଷ ଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇ ଥାଏ। ଏହାସହ ମାଆ ଶ୍ୟାମାକାଳୀଙ୍କ ସ୍ୱତନ୍ତ୍ର ଆରାଧନା କରାଯାଏ। ବଡ଼ ଅଦ୍ଭୂତ ମାଆ […]