ଓଡିଶା

ଖଣ୍ଡାୟତ କାଳଞ୍ଜି ସମାଜର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ମର୍ଦମେଖସ୍ଥିତ ଗୋପୀନାଥ ମହାପ୍ରଭୁଙ୍କ ପ୍ରାଙ୍ଗଣରେ ଖଣ୍ଡାୟତ କାଳଞ୍ଜି ସମାଜର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜକୁ ସୁଦୃଢ କରିବା ସହ ସାମାଜିକ ସେବାରେ କାର୍ଯ୍ୟ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । କାଳଞ୍ଜି ସମାଜର ସଭାପତି ଭାବେ ନୀଳକଣ୍ଠ ତରେଇ, ଉପସଭାପତି ଭାବେ ଦୀପକ କୁମାର ବିଷୋୟୀ ଓ ସମ୍ପାଦକ ଭାବେ ରବୀନ୍ଦ୍ର […]