ଓଡିଶା

ହଠାତ୍ ପୋଲ ଭୁଷୁଡିଲା ଆଉ ତଳକୁ ଖସିଲା ଦୁଇଟି କାର୍

ପୋଲ ଉପରେ ଯାଉଥିଲା କାର୍ । ହଠାତ୍ ଭୁଷୁଡିଗଲା ପୋଲ । ଫଳରେ ପୋଲ ତଳକୁ ଖସିଲା କାର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭାଗିରଥି ପାର୍କ ଫୁଲ ଝରଣା ପୂର୍ତ୍ତ ବିଭାଗ ରାସ୍ତାରେ ଏକ ପୋଲ ଭୁଷୁଡି ପଡିଛି । ଦୁର୍ଘଟଣାରେ କାରରେ ଥିବା ଜଣେ ଶିଶୁ ସମେତ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଳେ […]