ଚିଚେଗୁଡା ମଣ୍ଡି ଅନିୟମିତତା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ…
ଧର୍ମଗଡ଼, ୪/୧ (ନିକୁଞ୍ଜ ଚଲାନ) : ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଚିଚେଗୁଡ଼ା ଧାନ ମଣ୍ଡିରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ ଜୁନାଗଡ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗ ଓ ଉନିବନ୍ଧକଙ୍କୁ ସାକ୍ଷାତ୍ କରି ଲିଖିତ ଅଭିଯୋଗ ପ୍ରଦାନ କରିଛି । ସୂଚନା ଯୋଗ୍ୟ ଯେ ଗତ ୨୬ ଡିସେମ୍ବର ୨୦୨୩ କଂଗ୍ରେସ ଦଳର ଏକ ରଜ୍ୟ ସ୍ତରୀୟ ପ୍ରତିନିଧି ଦଳ ଚିଚେଗୁଡା ଧାନ ମଣ୍ଡି ପରିଦର୍ଶନ […]