ନବୀନ ଫ୍ୟାନଙ୍କ ପାଇଁ ପ୍ରସ୍ତୁତ ହେଲା କଚା ବାଦାମ ଗୀତ… ରେଡକ୍ରାବ ଷ୍ଟୁଡିଓରେ ରେକର୍ଡ ହୋଇଛି ଗୀତ… ଶୁଣନ୍ତୁ ଗୀତ
ଓଡିଶାବସୀଙ୍କ ମଉଡମଣୀ ତଥା ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ଏକ ଟ୍ରେଣ୍ଡିଙ୍ଗ ଗୀତ କଚା ବାଦାମକୁ ନେଇ ପ୍ରସ୍ତୁତ ହୋଇଛି ଏକ ସୁନ୍ଦର ପରିକଳ୍ପନା । ନବୀନ ସରକାରଙ୍କ ସ୍ୱଚ୍ଛ ଶାସନକୁ ନେଇ ରେଡକ୍ରାବ ଷ୍ଟୁଡିଓର ମୁଖ୍ୟ ପରିଚାଳକ ଲଳିତେନ୍ଦୁ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସୁନ୍ଦର ଗୀତଟି ରେକର୍ଡ ହୋଇଛି । ଗୋଟେ ପଟେ କଚା ବାଦାମ ଗୀତ ବର୍ତ୍ତମାନ ଯୁବପୀଢିଙ୍କ ପାଇଁ ଟ୍ରେଣ୍ଡିଂ ଚାଲିଥିବାବେଳେ ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କ […]