ଦେଶ ବିଦେଶ

ସଂଖ୍ୟାଲଘୁ ସିୟା ସମ୍ପ୍ରଦାୟ ଲୋକଙ୍କୁ ବାରମ୍ବାର ଟାର୍ଗେଟ କରୁଛି ‘ଆଇଏସ୍‌’ । କାବୁଲର ଏକ ମସଜିଦ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟଙ୍କର ବିସ୍ଫୋରଣ, ୮ ମୃତ୍ୟୁ ୧୮ ଗୁରୁତର

ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ବୋମା ବିସ୍ଫୋରଣ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ହୋଇଛନ୍ତି । ଜନଗହଳି ସ୍ଥାନରେ ବିସ୍ଫୋରଣ ଘଟିଛି ବୋଲି ପୋଲିସ ମୁଖପାତ୍ର ସୂଚନା ଦେଇଥିବା ବେଳେ ଏଥିନିମନ୍ତେ ‘ଆଇଏସ୍‌’ ନିଜକୁ ଦାୟୀ କରିଛି । କାବୁଲର ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଛି ତାହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ଏଠାରେ ଅଧିକ ସିୟା ମୁସଲିମ ବସବାସ […]