ବେଗୁନିଆପଡା ପଦଯାତ୍ରାରେ ସାମିଲ ହେଲେ ବିଧାୟିକା
ଗଞ୍ଜାମ, ୧୫ ନଭେମ୍ବର : ବେଗୁନିଆପଡା ବ୍ଲକ ବିଜେଡି ପଦଯାତ୍ରାରେ ସାମିଲ ହେଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବେଗୁନିଆପଡା ବ୍ଲକର ମର୍ଦକୋଟ, ବରିଡା, ଏସ୍. ଛଚିନା, ଚନ୍ଦନପୁର, ଘୋଡାପଡା, ମର୍ଦ୍ଧମେଖ ପଂଚାୟତରେ ବିଜେଡି ପଦଯାତ୍ରା କରିଥିବା ବେଳେ ବିଧାୟିକା ଲତିକା ପ୍ରଧାନ ଏଥିରେ ଯୋଗଦେଇ ବିଜେଡି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଦଳକୁ କିଭଳି ଆହୁରି ସୁଦୃଢ କରାଯାଇପାରିବ ସେ […]