ଓଡିଶା

କବିସୂର୍ଯ୍ୟନଗରରୁ ଲଢିବେ କି ପ୍ରମୋଦ ?

ବେଗୁନିଆପଡା, ୧୯/୧୧(ବାପୁନି କୁମାର ମାଲୁ) : ୨୦୨୪ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କବିସୂର୍ଯ୍ୟନଗରରେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଏଠାରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବାବେଳେ ସେଥିମଧ୍ୟରୁ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ହେଉଛନ୍ତି ଅନ୍ୟତମ ଆଶାୟୀ । ଏଥିମଧ୍ୟରେ ସେ ବିଭିନ୍ନ ଗ୍ରାମ ପରିକ୍ରମା କରି ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଏହି ଆଧାରରେ ତାଙ୍କର ୪୦ […]

ଓଡିଶା

କବିସୂର୍ଯ୍ୟନଗର ବ୍ଲକ ଘେରିଲା ବିଜେପି…

ଗଞ୍ଜାମ, ୧୬ ନଭେମ୍ବର : ରାଜ୍ୟର ସମସ୍ତ ବ୍ଲକରେ ଆସନ୍ତା ଅଠର ତାରିଖ ପର୍ଯ୍ୟନ୍ତ ବିଜେପିର ଆନେ୍ଦାଳନ ଆରମ୍ଭ ହୋଇଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କବିସୂର୍ଯ୍ୟନଗର ବ୍ଲକରେ ମଧ୍ୟ ବ୍ଲକ ଘେରାଉକୁ ଜୋରଦାର କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ କବିସୂର୍ଯ୍ୟନଗର ଧନେଇ ନଦୀଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ପରିସରରେ ପହଁଚି ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ରଣ […]

ଓଡିଶା

ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ, ଚାଲିଛି ଦଳୀୟ କର୍ମୀଙ୍କ ପ୍ରୟାସ…

ବେଗୁନିଆପଡା : କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବେଗୁନିଆପଡା ବ୍ଲକ ମର୍ଦକୋଟ ପଂଚାୟତରୁ ପଦଯାତ୍ରା ଆରମ୍ଭ କରାଯାଇଛି । ଏହି ଅବସରରେ ବିଭିନ୍ନ ପଞ୍ଚାୟତରେ ପଥପ୍ରାନ୍ତ ସଭା କରାଯାଇ ବିଜେଡି ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ସରକାରଙ୍କ ଯୋଜନା ତଥା ନଵୀନ ବାବୁଙ୍କ ଭାବମୂର୍ତ୍ତି ଓ ବିକାଶ ସହ ଷଷ୍ଠଥର ପାଇଁ ପୁଣି ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରି ବିକାଶର ଧାରା ବଜାୟ ରଖିବା ପାଇଁ ଆହ୍ଵାନ ଦେଇଥିଲେ ବିଧାୟିକା । ଏହାସହ ମର୍ଦମେଖ ପଂଚାୟତର […]

ଓଡିଶା

ବେଗୁନିଆପଡା ପଦଯାତ୍ରାରେ ସାମିଲ ହେଲେ ବିଧାୟିକା

ଗଞ୍ଜାମ, ୧୫ ନଭେମ୍ବର : ବେଗୁନିଆପଡା ବ୍ଲକ ବିଜେଡି ପଦଯାତ୍ରାରେ ସାମିଲ ହେଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ବେଗୁନିଆପଡା ବ୍ଲକର ମର୍ଦକୋଟ, ବରିଡା, ଏସ୍. ଛଚିନା, ଚନ୍ଦନପୁର, ଘୋଡାପଡା, ମର୍ଦ୍ଧମେଖ ପଂଚାୟତରେ ବିଜେଡି ପଦଯାତ୍ରା କରିଥିବା ବେଳେ ବିଧାୟିକା ଲତିକା ପ୍ରଧାନ ଏଥିରେ ଯୋଗଦେଇ ବିଜେଡି ସରକାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଦଳକୁ କିଭଳି ଆହୁରି ସୁଦୃଢ କରାଯାଇପାରିବ ସେ […]

ଓଡିଶା

କଂଗ୍ରେସ ଦଳ ପକ୍ଷରୁ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ…

ବେଗୁନିଆପଡ଼ା : ଅଖିଳ ଭାରତୀୟ କଂଗ୍ରେସ କମିଟିର ନେତା ରାହୁଲ ଗାନ୍ଧୀଙ୍କର ଭାରତ ଯୋଡୋ ଯାତ୍ରାର ଏକବର୍ଷ ପୂର୍ତ୍ତି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେରୁଆଁବାଡିରେ ଆୟୋଜିତ ହୋଇଯାଇଛି ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ଏକ ବାଇକ୍ ଶୋଭାଯାତ୍ରା କରି ବେରୁଆଁବାଡି ଲୁଦୁବୁଦି ଠାକୁରାଣୀ […]

ଓଡିଶା

ବେଗୁନିଆପଡାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମା ମଙ୍ଗଳା କଲ୍ୟାଣ ମଣ୍ଡପରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ବ୍ଳକ ଉଦ୍ୟାନ କୃଷି ବିଭାଗର ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏଥିରେ ଜିଲ୍ଲା ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରତାପ ପଣ୍ଡା, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଆତ୍ମା ଅଧ୍ୟକ୍ଷ ବିଜୟ ପ୍ରଧାନ, […]

ଓଡିଶା

ସୋସିଆଲ ମିଡିଆରେ ସକ୍ରିୟ ହେଉଛି ବିଜେଡି…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିର ରାମଚନ୍ଦ୍ରପୁରରେ ବିଜେଡିର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀସ୍ତରୀୟ ସୋସିଆଲ ମିଡିଆ ସେଲ୍ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏହି ସୋସିଆଲ ମିଡିଆ ଯୋଗୁଁ ସରକାରଙ୍କ ସମସ୍ତ ଯୋଜନା ସାଧାରଣ ଜନତାଙ୍କ ନିକଟରେ ସହଜରେ ପହଞ୍ଚାଯାଇପାରିବ । ଏହାସହ ଜନସାଧାରଣ ସେମାନଙ୍କ ଅଭାବ ଅସୁବିଧା ଏହାଦ୍ବାରା କମେଣ୍ଟ ବକ୍ସରେ ଜଣାଇପାରିବେ । କୋଦଳା ଏନ୍ଏସିର ୧୧ ନମ୍ବର ୱାର୍ଡକୁ ସ୍ୱାଭିମାନ ୱାର୍ଡ ନାମକରଣ […]

ଓଡିଶା

ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଏବଂ ଯୋଡ ହସ୍ତରେ ପ୍ରଣାମ କଲେ କବିସୂର୍ଯ୍ୟନଗର ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ହାଇସ୍କୁଲରେ ତିନି ଜଣ ବଦାନ୍ୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ପୂର୍ବତନ ବିଧାୟକ ସ୍ବର୍ଗତ ନାରାୟଣ ସାହୁ, ବିଦ୍ୟାଳୟର ପ୍ରତିଷ୍ଠାତା ଦଣ୍ଡପାଣି ସୁମନ୍ତରାୟ ଏବଂ ବଦାନ୍ୟ ବ୍ୟକ୍ତି ଭାସ୍କର ପାତ୍ରଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା […]

ଓଡିଶା

୨୦୨୪ ରେ ପୁଣି ବିଧାୟିକା ହେବା ନେଇ ପ୍ରସ୍ତୁତି ଜୋରଦାର୍…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବଡଖଇରଖମା ପଞ୍ଚାୟତ ସରଧାପୁର ଗ୍ରାମରେ ବିଧାୟିକା ପହଞ୍ଚିବା ପରେ କର୍ମୀ ଓ ସମର୍ଥକମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ଏକ ପଟୁଆରରେ ଗ୍ରାମ ପରିକ୍ରମା କରାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିକଟକୁ ନେଇଯାଇଥିଲେ । ଏହି ଅବସରରେ କଲ୍ୟାଣ ମଣ୍ଡପ, ବ୍ରାହ୍ମଣ ସାହିରେ […]

ଓଡିଶା

କୋଦଳା ତହସିଲ ତରଫରୁ ପଟ୍ଟା-ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ପକ୍ଷରୁ ଦଣ୍ଡିସ୍ୱର ପ୍ରାଙ୍ଗଣରେ ଥିବା କଲ୍ୟାଣୀ ମଣ୍ଡପରେ ପ୍ରାୟ ୬୦୦ ଜଣ ହିତାଧିକାରୀକୁ ପଟ୍ଟା ବଣ୍ଟନ କରାଯାଇଛି । ଆୟୋଜିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଶୋଇ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ତହସିଲଦାର ସସ୍ମିତା ଶତପଥି, ବେଗୁନିଆପଡା ବ୍ଲକ ଚେୟାରମ୍ୟାନ ରେଣୁ ଗୌଡ଼ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟିକା କହିଥିଲେ ଯେ, “ଏହି […]