ଓଡିଶା

ହରଙ୍କ ନେତୃତ୍ୱରେ ପୁଣି ଏକାଠି ହେଲା ବିଜେଡି…

ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରସ୍ତୁତି ବୈଠକଗଞ୍ଜାମ, (ଏଫ୍ଟୁଏସ୍/ ବାପୁନି କୁମାର ମାଲୁ) : ପୁଣି ଥରେ ସଂଗଠିତ ହେବ ବିଜୁ ଜନତା ଦଳ । ପଦଯାତ୍ରା ଓ ସଦସ୍ୟତା ଅଭିଯାନ ଜୋରଦାର କରାଯିବ । ଲୋକଙ୍କ ପାଖରେ ପହଞ୍ଚିବେ ନେତା । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ହରପ୍ରସାଦ ସାହୁଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ଏନ୍ଏସିଠାରେ ବିଜୁ ଜନତା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ପୂର୍ବରୁ ମନାନ୍ତର ଓ ମତାନ୍ତରକୁ ଭୁଲି କବିସୂର୍ଯ୍ୟନଗର […]

ଓଡିଶା

ନିର୍ବାଚନ ପୂର୍ବରୁ କୋଦଳାରେ ଶକ୍ତି ପ୍ରଦର୍ଶନ…

ଗଞ୍ଜାମ, ୨୫/୧୨ (ବାପୁନି କୁମାର ମାଲୁ) : ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଗଞ୍ଜାମ ଜିଲ୍ଲା କୋଦଳାଠାରେ ଏକ ବିଶାଳ ମହିଳା ସମାବେଶ ଦେଖିବାକୁ ମିଳିଛି । ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ କୋଦଳା ପରିକ୍ରମା କରିବା ପରେ ଏକ ସମାବେଶ ଆୟୋଜିତ ହୋଇଥିଲା । ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ୟନଗର ନିର୍ବାଚନ […]

ଓଡିଶା

ବିଧାୟିକା ଲତିକାଙ୍କୁ କଡା ଟକ୍କର ଦେଉଛନ୍ତି ହରଙ୍କ ପତ୍ନୀ ଏବଂ କନ୍ୟା

କୋଦଳା, ୧୭/୧୧ (ବାପୁନି କୁମାର ମାଲୁ) : ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଭିନ୍ନ ସମାବେଶ ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି ଆଶାୟୀ ପ୍ରାର୍ଥୀ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେଡିରୁ ବିଧାୟକ ପାର୍ଥô ପାଇଁ ରେସରେ ଥିବା କୋଦଳା ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ରାଜ୍ୟ ସରକାର ମହିଳାଙ୍କୁ ଗୁରୁତ୍ୱ ଦେଇଥିବାରୁ ମହିଳା ସମାବେଶମାନ କରି ସଂଗଠିତ ହେବାକୁ ଆହ୍ୱାନ ଦେଉଛନ୍ତି ହରଙ୍କ ପରିବାର ଲୋକ । ଗତ […]

ଓଡିଶା

ହର ସାହୁଙ୍କ ରଣହୁଙ୍କାରରେ ଗର୍ଜିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ…

କୋଦଳା : କେଦଳାରେ ସଂଗଠିତ ହେଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ତିନି ହଜାରରୁ ଉର୍ଦ୍ଧ୍ବ ଯୁବକ । କବିସୂର୍ଯ୍ୟନଗର ଯୁବ ସଂଗଠନର ସଭାପତି ରଂଜିତା ସାହୁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଯୁବ ସଂଗଠନ ଏକ ବିଶାଳ ରାଲିରେ ପ୍ରଥମେ କୋଦଳା ସ୍ଥିତ ବାବା ଦାଣ୍ଡେଶ୍ୱରଙ୍କ ପୀଠରୁ ବାହାରି କୋଦଳା ପରିକ୍ରମା କରିବା ସହିତ କୋଦଳା ସ୍ଥିତ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେଠାରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା […]

ଓଡିଶା

କବିସୂର୍ଯ୍ୟନଗରରେ କମ୍ପୁଛି ହରଙ୍କ ରଣହୁଙ୍କାର…

କୋଦଳା : କବିସୂର୍ଯ୍ୟନଗରରେ ଗର୍ଜିଲା ଯୁବଶକ୍ତି । ରାସ୍ତାରେ ଗଡିଲା ଗାଡି ଆଉ ଲୋକଙ୍କ ମନରେ ବିଧାୟକ ପ୍ରାର୍ଥୀ ହର ସାହୁଙ୍କ ବାଣୀ ।  ଯୁବ ସଂଗଠନର ଆବାହକ ତଥା ସମାଜସେବୀକା ରଞ୍ଜିତା ସାହୁଙ୍କ ତତ୍ୱାବଧାନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡିର ବରିଷ୍ଠ ନେତା ହର ପ୍ରସାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ତଥା କୋଦଳା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଯୋଗ […]

ଓଡିଶା

ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଏବଂ ଯୋଡ ହସ୍ତରେ ପ୍ରଣାମ କଲେ କବିସୂର୍ଯ୍ୟନଗର ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ହାଇସ୍କୁଲରେ ତିନି ଜଣ ବଦାନ୍ୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ପୂର୍ବତନ ବିଧାୟକ ସ୍ବର୍ଗତ ନାରାୟଣ ସାହୁ, ବିଦ୍ୟାଳୟର ପ୍ରତିଷ୍ଠାତା ଦଣ୍ଡପାଣି ସୁମନ୍ତରାୟ ଏବଂ ବଦାନ୍ୟ ବ୍ୟକ୍ତି ଭାସ୍କର ପାତ୍ରଙ୍କ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା […]