ଓଡିଶା ବ୍ୟବସାୟ

ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି ଅରୁନ୍ଧତୀ ଜୁଏଲର୍ସ…

‘ଅର୍ଘ୍ୟ’ ଓ ‘ଆରାଧ୍ୟା’ କଲେକ୍ସନ୍, ଗଢ଼ା ମଜୁରିରେ ଆକର୍ଷଣୀୟ ରିହାତିଭୁବନେଶ୍ୱର, (ଏଫ୍ଟୁଏସ୍) : ଭୁବନେଶ୍ୱର ଜନପଥରେ ଥିବା ଅରୁନ୍ଧତୀ ଜୁଏଲର୍ସ ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି । ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର ତଥା ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା, ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଏବଂ ନିର୍ଦ୍ଦେଶକ ଅରୁନ୍ଧତୀ ମେହେରଙ୍କ ଦ୍ୱାରା ନବୀକୃତ ସୋରୁମକୁ ଗ୍ରାହକଙ୍କ ଲାଗି ଉତ୍ସର୍ଗ କରାଯାଇଛି ।ଅରୁନ୍ଧତୀ ଜୁଏଲର୍ସ ନିଜର ୨୫ ବର୍ଷ […]

ଓଡିଶା ବ୍ୟବସାୟ

ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ ସହ ଚାନ୍ଦିଭଣ୍ଡାରରେ ଦୀପାବଳି, ଧନତେରସ୍ ସେଲିବ୍ରେଶନ…

ଗଢ଼ାମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତିଭୁବନେଶ୍ୱର, (ଏଫ୍ଟୁଏସ୍) : ଆଲୋକର ପର୍ବ ଦୀପାବଳି ଏକ ପ୍ରଥା ନୁହେଁ ଏହା ମିତ୍ରତା, ସମୃଦ୍ଧି ଏବଂ ଆନନ୍ଦର ପର୍ବ । ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ଦୀପାବଳିର ଆଲୋକକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ଷ୍ଟୋର ‘ଚାନ୍ଦିଭଣ୍ଡାର’ ଏହାର ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଉପସ୍ଥାପନ କରିଛି । ୯୨.୫% ଶୁଦ୍ଧତା ଯୁକ୍ତ […]

ଓଡିଶା ବ୍ୟବସାୟ

ଖୋଲିଲା ‘ମିଆ ବାୟ ତନିସ୍କ’ର ତୃତୀୟ ଷ୍ଟୋର, ୨୦% ରିହାତି ଅଫର…

ଭୁବନେଶ୍ୱର, (ଏଫ୍ଟୁଏସ୍) : ଭାରତର ଟ୍ରେଣ୍ଡି ତଥା ବହୁ ମୂଲ୍ୟବାନ ଫାଇନ୍ ଜୁଏଲେରୀ ବ୍ରାଣ୍ଡ୍ ‘ମିଆ ବାୟ ତନିସ୍କ’ ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଏହାର ତୃତୀୟ ଏକ୍ସକ୍ଲୁସିଭ୍ ବ୍ରାଣ୍ଡ୍ ଷ୍ଟୋର ଖୋଲିଛି । ନିଜର ଅଭିନବ କାରିଗରୀ ଏବଂ ଟ୍ରେଣ୍ଡି ଡିଜାଇନ ପାଇଁ ମିଆ ଓଡ଼ିଶାରେ ଏହାର ରିଟେଲ୍ ଉପସ୍ଥିତି ବଢ଼ାଉଛି । ଏହି ନୂଆଷ୍ଟୋର ସହିତ ରାଜ୍ୟରେ ମିଆର ଷ୍ଟୋର ସଂଖ୍ୟା ୭ରେ ପହଞ୍ଚିଛି । ଭୁବନେଶ୍ୱରରେ ଏହା ତୃତୀୟ ଷ୍ଟୋର । ଏଥିସହିତ ଓଡ଼ିଶାରେ […]

ଓଡିଶା ବ୍ୟବସାୟ

କ୍ୟାରେଟଲେନ୍ ଆଣିଛି ଦୁର୍ଗାପୂଜା ଉପହାର…

ଭୁବନେଶ୍ୱର : ତନିସ୍କର ପାର୍ଟନରସିପ୍ ଷ୍ଟୋର ତଥା ଦେଶର ଅନ୍ୟତମ ଅଗଣ୍ର ନିର୍ମାତା କ୍ୟାରେଟଲେନ୍ ପାର୍ବଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ପୂଜା ଅବସରରେ କମ୍ପାନି ପକ୍ଷରୁ ଏକ ଆକର୍ଷଣୀୟ କଲେକ୍ସନ ‘ଆଲପୋନା’ର ବଜାର ପ୍ରବେଶ କରାଯାଇଛି । ଏହାସହିତ ମନଲୋଭା ଡିଜାଇନଗୁଡିକରେ ଆକର୍ଷଣୀୟ ଅଫର୍ ଆଣିଛି ଷ୍ଟୋର ।ପାରମ୍ପରିକ ବେଙ୍ଗଲୀ ଆର୍ଟ ଷ୍ଟାଇଲ୍ ଏବଂ ୮ଟି ସ୍ୱତନ୍ତ୍ର ଭାବରୁ କ୍ୟାରେଟଲେନର ଏହି ନୂଆ କଲେକ୍ସନ ‘ଆଲପୋନା’ ପ୍ରେରିତ । ପାର୍ବଣକୁ ଅଧିକ ଉତ୍ସବମୁଖର କରିବା […]

ଓଡିଶା ବ୍ୟବସାୟ

ସୁନା, ହୀରା, ରତ୍ନ ଖଚିତ ଗହଣାର ଗଢା ମଜୁରୀ ଉପରେ ୪.୯ % ରିହାତି ଦେଉଛି ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍…

କଟକ : କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଅତ୍ୟାଧୁନିକ ଗହଣା ବ୍ୟବସାୟ ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିଛି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣାର ଆର୍ଟିଷ୍ଟ ପ୍ରଦର୍ଶନୀ । ଓଡିଶାର ପ୍ରଥମ ମହିଳା ବାଇକ୍ ଚାଳିକା ଅମିତା ସିଂ ଓ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶୁଭଶ୍ରୀ ଦାମିନି ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଥିଲେ । ସୁନା, ହୀରା, ରତ୍ନ ଖଚିତ ଗହଣାର ଗଢା ମଜୁରୀ ଉପରେ ୪.୯ % ରିହାତି ଆରମ୍ଭ […]

ଓଡିଶା

ଅଭିଜ୍ଞତା ବାଣ୍ଟିଲେ ଗହଣା ଡିଜାଇନର ଫରାହ ଖାନ୍

ଭୁବନେଶ୍ୱର : ଆଇ.ସି.ସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (INWEC) ପକ୍ଷରୁ ସୁକିର୍ତ୍ତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଉଦ୍ୟୋଗରେ ସୃଜନଶୀଳତା ଏବଂ ଉଦ୍ଭାବନ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବସ୍ତ୍ର ଏବଂ ହସ୍ତତନ୍ତ୍ର ବିଭାଗ ସଚିବ ଶୁଭା ଶର୍ମା, ସମ୍ମାନିତ ଅତିଥି ଭାବେ ଓରମାସ ସି.ଇ.ଓ ପୁନମ୍ ଗୁହା, ଏସ୍.ଜେ ଡ଼େଭେଲପର୍ସ ଆଣ୍ଡ୍ ହାଉସିଂ ପ୍ରାଇଭେଟ୍ ଲିମିଟେଡ଼ର ନିଦେ୍ର୍ଦଶକ ମାତୃଦତ ମିଶ୍ର ଯୋଗଦେଇ ଓଡ଼ିଶାରେ ମହିଳା ଉଦ୍ୟୋଗକୁ ପ୍ରୋସôାହିତ କରୁଥିବା ବିଭିନ୍ନ […]