ଓଡିଶା

ଟ୍ରେନରୁ ନିଖୋଜ ହେଲେ କେନ୍ଦ୍ରମନ୍ତ୍ରୀ । ୩ ଘଣ୍ଟା ପରେ, ୧୬୨ କି.ମି ଦୂରରୁ ମିଳିଲା ପତ୍ତା…

ଟ୍ରେନରୁ ରହସ୍ୟମୟ ଢଙ୍ଗରେ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ । ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ସେ ଟ୍ରେନ୍‌ରୁ ନିଖୋଜ ହୋଇଯାଇଥିଲେ । ଏହି ଘଟଣା ଶନିବାର ରାତିରେ ଘଟିଥିଲା । ରବିବାର ସକାଳେ ସେ ଦମୋହରେ ତାଙ୍କ ସ୍ଥାନରେ ନଥିଲେ । ଏ ନେଇ ରେଳବାଇ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଦୀର୍ଘ ୩ ଘଣ୍ଟା ପରେ, ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ସଂପରକ୍ରାନ୍ତି ଏକ୍ସପ୍ରେସରେ ଆହତ […]

ଓଡିଶା

ଜାତୀୟ ସାଂସ୍କୃତିକ, ସାହିତି୍ୟକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ ଉଦଘାଟିତ..

• ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ୍ ଓରାମ୍• ୨୨ ଟି ରାଜ୍ୟରୁ ୧୪୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲଭୁବନେଶ୍ୱର, (ଏଫ୍ଟୁଏସ୍) : ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି […]