ଓଡିଶା

ନଭେମ୍ବର ୧୮ରୁ ଆରମ୍ଭ ହେବ ରାଗୋତ୍ସବ ୨୦୨୩…

ଭୁବନେଶ୍ୱର, ୧୫ ନଭେମ୍ବର : ଆସନ୍ତା ନଭେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଧାର୍ଯ୍ୟ ରାଗୋତ୍ସବରେ କିଛି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଆଣିବା ପାଇଁ ଜେଏସଡବ୍ଲୁ ଫାଉଣ୍ଡେସନ ଏବଂ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ହାତ ମିଳାଇଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ ରେ ଆରମ୍ଭ ହେବ । ଭାରତର ଛଅଟି ବିଭିନ୍ନ ସହରରୁ ଆସୁଥିବା କଳାକାରମାନଙ୍କ ଦ୍ୱାରା ପ୍ରତ୍ୟେକ ସନ୍ଧ୍ୟାରେ ୨ଟି ଉପସ୍ଥାପନା ରହିବ । ପ୍ରତ୍ୟେକ ଦିନର ସଂଗୀତ […]