ଓଡିଶା

ଦାଦାଗିରି କରୁଛନ୍ତି ବିଧାୟିକାଙ୍କ ସମ୍ପର୍କୀୟ ଭାଇ । ପୋଲିସ ପକ୍ଷରୁ ଅହେତୁକ ଅନୁକମ୍ପା ଅଭିଯୋଗ…

ହିନ୍ଦୋଳ : ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ନାଏକଙ୍କ ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ାପଡ଼ା ବ୍ଲକରେ ରହୁଥିବା ସନ୍ତୋଷ ଅନେକ ସମୟରେ ବିଧାୟିକାଙ୍କ ଭାଇ ହେବାର ପରିଚୟ ଦେଇ ହିନ୍ଦୋଳରେ ରାଜ୍ କରନ୍ତି । କେତେବେଳେ ସମାଜସେବୀଙ୍କୁ ଜୀବନରୁ ମାରିଦେବାକୁ ଖୋଲା ଧମକ ଦେଇଛନ୍ତି ତ ଆଉ କେତେବେଳେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷାଙ୍କ ଚାମ୍ବରରେ ନିଶାସକ୍ତ ଅବସ୍ଥାରେ ପଶି ଧମକ ଦେଇଛନ୍ତି । ଏ ନେଇ ସମାଜସେବୀ ଗୋବର୍ଦ୍ଧନ […]