ଓଡିଶା

ସାମ୍ବାଦିକଙ୍କ ମୌଳିକ ସମସ୍ୟା ଦିଗରେ ସ୍ୱର ଉଠାଇବ ବେଗୁନିଆପଡ଼ା ସାମ୍ବାଦିକ ସଂଘ…

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ସାମ୍ବାଦିକମାନଙ୍କୁ ନେଇ କୋଦଳା ହନୁମାନ ମନ୍ଦିର ପରିସରରେ ଏକ ସାମ୍ବାଦିକ ସଂଘ ଗଠିତ ହୋଇଯାଇଛି । ବୈଠକରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯିବା ପରେ ବେଗୁନିଆପଡ଼ା ସାମ୍ବାଦିକ ସଂଘ ନାମରେ ଏହି ସଂଘ ଗଠିତ ହୋଇଛି । ନବଗଠିତ ସଂଘରେ ସର୍ବସମ୍ମତି କ୍ରମେ ବିଜୟ କୁମାର ନାୟକଙ୍କୁ ସଭାପତି, ପବିତ୍ର କୁମାର ରାଉତଙ୍କୁ ସଂପାଦକ, କୃଷ୍ଣ ଚନ୍ଦ୍ର ପଲେଇଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଛି […]

ଓଡିଶା

ନେମାଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ…

ସାଲେପୁର, (ଏଫ୍ଟୁଏସ୍/ ଅଭୟ ଜେନା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସାମ୍ବାଦିକ ସଂଘର ବନ୍ଧୁମିଳନ ଓ ଆଲୋଚନା ବୈଠକ ମହିମା ଗାଦି ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାରେ ଗ୍ରାମାଞ୍ଚଳରେ କାର୍ଯ୍ୟକରୁଥିବା ସାମ୍ବାଦିକଙ୍କର ବହୁବିଧ ସମସ୍ୟା ଉପରେ ସଦସ୍ୟମାନେ ଗଠନ ମୂଳକ ମତାମତ ପ୍ରଦାନ କରିଥିଲେ । ବିଶେଷ କରି ସାମ୍ବାଦିକମାନେ ଖବର ସଂଗ୍ରହ ତଥା ଅନ୍ୟ ସମୟରେ ଆକ୍ରୋଶମୂଳକ ଭାବେ ଆକ୍ରମଣ ତଥା ବାଧାସୃଷ୍ଟି […]

ଓଡିଶା

ଦାଦାଗିରି କରୁଛନ୍ତି ବିଧାୟିକାଙ୍କ ସମ୍ପର୍କୀୟ ଭାଇ । ପୋଲିସ ପକ୍ଷରୁ ଅହେତୁକ ଅନୁକମ୍ପା ଅଭିଯୋଗ…

ହିନ୍ଦୋଳ : ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ନାଏକଙ୍କ ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ାପଡ଼ା ବ୍ଲକରେ ରହୁଥିବା ସନ୍ତୋଷ ଅନେକ ସମୟରେ ବିଧାୟିକାଙ୍କ ଭାଇ ହେବାର ପରିଚୟ ଦେଇ ହିନ୍ଦୋଳରେ ରାଜ୍ କରନ୍ତି । କେତେବେଳେ ସମାଜସେବୀଙ୍କୁ ଜୀବନରୁ ମାରିଦେବାକୁ ଖୋଲା ଧମକ ଦେଇଛନ୍ତି ତ ଆଉ କେତେବେଳେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷାଙ୍କ ଚାମ୍ବରରେ ନିଶାସକ୍ତ ଅବସ୍ଥାରେ ପଶି ଧମକ ଦେଇଛନ୍ତି । ଏ ନେଇ ସମାଜସେବୀ ଗୋବର୍ଦ୍ଧନ […]

ଓଡିଶା

NASSର ସାଧାରଣ ବୈଠକ ଅନୁଷ୍ଠିତ…

ନୂଆପଡା : ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ)ର ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ବୁଦ୍ଧିଆଡଙ୍ଗର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡା ଅଞ୍ଚଳର ବରିଷ୍ଠ ସାମ୍ବାଦିକ/ସାମ୍ବାଦିକା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ନୂଆପଡା ଜିଲ୍ଲାର ସାମାଜିକ ସମସ୍ୟା ଏବଂ ତାହାର ସମାଧାନ କରିବା ସହ ନିଃସହାୟ ଗରିବ ମଜଦୁର ଚାଷୀ ମୁଲିଆ ଖଟିଖିଆଙ୍କୁ ନ୍ୟାୟ ପ୍ରଦାନ […]

ଓଡିଶା

ନୂଆ ସାମ୍ବାଦିକ ସଂଗଠନ ଗଠିତ

ଢ଼େଙ୍କାନାଳରେ ଗଠିତ ହେଲା ନୂଆ ସାମ୍ବାଦିକ ସଂଗଠନ । ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବହୁ ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଛି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘ । ହିନ୍ଦୋଳ ସାତମାଇଲସ୍ଥିତ ଡାକବଙ୍ଗଳାରେ ହିନ୍ଦୋଳର ସାମ୍ବାଦିକ ବନ୍ଧୁମାନଙ୍କୁ ନେଇ ନୂତନ ଭାବେ ଏହି ସଂଘ ଗଠିତ ହୋଇଛି । ସମାଜର ସବୁ ବର୍ଗର ଲୋକଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସଂଘର ମୁଖ୍ୟ ଉଦ୍ଦେଶ୍ୟ ବୋଲି  ଆୟୋଜିତ ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ […]

ଓଡିଶା

କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ବୈଠକ ଓ ଆଲୋଚନା ଚକ୍ର

କଟକ: ଏସ୍.ୟୁ.ଜେ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘର ସାଧାରଣ ପରିଷଦ ବୈଠକ ଫୁଲ ନଖରା କୁରାଙ୍ଗ ଶାସନ ସ୍ଥିତ ହୋଟେଲ ଆମରପାଲି ରେସଟ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଙ୍ଘ ସଭାପତି ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସାମ୍ବାଦିକ ସଙ୍ଘ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଙ୍ଘ ଗୁରୁତ୍ୱ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ […]

ଦେଶ ବିଦେଶ

ଆରପାରିରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ

ଦେଶର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ୬୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୪.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଯକୃତ ସଂକ୍ରମଣ ହେତୁ ସେ ପରମାନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତ ୫ ଦିନ ଧରି ତାଙ୍କୁ ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । […]