ଓଡିଶା ମନୋରଞ୍ଜନ ଯ଼ୋଗାଯ଼ୋଗ

ଭୁବନେଶ୍ୱରରେ ପ୍ରତିଷ୍ଠା ହେଲା ନୂଆ ଜିମ୍ ସେଣ୍ଟର କଲ୍ଟ ଫିଟ୍

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଏବେ ଯୁବପୀଢି ବେଶ୍ ଯତ୍ନବାନ । ଏହାକୁ ନଜରରେ ରଖି ଏକ ଅତ୍ୟାଧୁନିକ ଓ ଭିନ୍ନ ପ୍ରକାର ଫିଟନେସ୍ ସେଣ୍ଟର କଲ୍ଟ ଫିଟ୍ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ପାଲ ହାଇଟ୍ସର ଦ୍ୱିତୀୟ ମହଲାରେ ଏହି ଫିଟନେସ୍ ସେଣ୍ଟର ରହିଛି । ବିଶେଷ କରି ଯୋଗ, ବକ୍ସିଂ, ଡ୍ୟାନ୍ସ ଫିଟନେସ୍ ଏବଂ ଏଚ୍ଆରଏକ୍ସ ୱାର୍କ ଆଉଟ୍ ମଡେଲରେ କ୍ଲାସ ରହିବ ବୋଲି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ […]