ଓଡିଶା

ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ…

ରାଜ୍ୟରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବାବେଳେ ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଛି । ସେହିପରି ବରଗଡରେ ୨୨.୦୬ ପ୍ରତିଶତ, ବୌଦ୍ଧରେ ୨୧.୭୫ ପ୍ରତିଶତ, ଗଞ୍ଜାମରେ ୨୧.୯୮ ପ୍ରତିଶତ, କନ୍ଧମାଳରେ ୧୯.୩୫ ପ୍ରତିଶତ, ନୟାଗଡରେ ୨୦.୯୭ ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ରହିଛି । ଓଡିଶାର ୫ ସଂସଦୀୟ କ୍ଷେତ୍ର ଆସ୍କା, କନ୍ଧମାଳ, ବଲାଙ୍ଗିର, […]

ଓଡିଶା

ଝାରସୁଗୁଡାର ବିକାଶ ଏବଂ ବାପାଙ୍କ ସ୍ବପ୍ନ ସର୍ବଦା ଆଗରେ ରହିବ: ନୂଆ ବିଧାୟିକା ଦୀପାଳି ଦାସ ।

ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ । ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ଶପଥ ଗ୍ରହଣ କରିଛନ୍ତି । ଉପ-ବାଚସ୍ପତି ରଜନୀକାନ୍ତ ସିଂ ଦୀପାଳିଙ୍କୁ ବିଧାୟିକା ଭାବେ ଶପଥପାଠ କରାଇଛନ୍ତି । ଦୀପାଳିଙ୍କ ଶପଥ ଉତ୍ସବରେ ତାଙ୍କ ମା’ ଓ ଭାଇ ଉପସ୍ଥିତ ରହିଛନ୍ତି । ଏହା ସହ ଗୃହରେ ବିଜେଡିର ବରିଷ୍ଠ ନେତାବୃନ୍ଦ ମଧ୍ୟ ଉପସ୍ଥିତ ରହିଛନ୍ତି । ଝାରସୁଗୁଡା ଉପ-ନିର୍ବାଚନରେ ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର […]

ଓଡିଶା

ଦୀପାଳି ହେଲେ ନୂଆ ମଙ୍ଗୁଆଳ । ଝାରସୁଗୁଡା ମଙ୍ଗ ଧରିବେ ଦୀପାଳି ଦାସ

ଝାରସୁଗୁଡା ଉପ-ନିର୍ବାଚନରେ ଫେଲ୍ ମାରିଲା ବିଜେପି ଆଉ କଂଗ୍ରେସ ଅଙ୍କ କଷା । ସମସ୍ତଙ୍କୁ ପଛରେ ପକାଇ ରେକର୍ଡ କଲେ ସ୍ବର୍ଗତଃ ନବ ଦାସଙ୍କ ସୁପୁତ୍ରୀ ଦୀପାଳି ଦାସ । ଦୀପାଳି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୭୨୧ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି ।    ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୪୭୭ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ […]

ଓଡିଶା ଓପିନିୟନ୍ ପୋଲ୍

ଭୋଟ୍ ଦେଉଛନ୍ତି ଝାରସୁଗୁଡାବାସୀ । କିଏ ପିନ୍ଧିବ ମୁକୁଟ ଅପେକ୍ଷା…

ଆଜି ଝାରସୁଗୁଡାବାସୀ ବାଛୁଛନ୍ତି ତାଙ୍କ ନେତା । ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ମୋଟ ୨୫୩ ବୁଥରେ ମତଦାନ କରୁଛନ୍ତି । ପ୍ରତି ବୁଥରେ କେମିତି ଭୋଟଗ୍ରହଣ ଚାଲିଛି ତାହା ଉପରେ ନଜର ରଖାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମୋଟ ୨୫୩ଟି ବୁଥରୁ […]

ଓଡିଶା

ଶେଷ ଦିନରେ କମ୍ପୁଛି ଝାରସୁଗୁଡା ସହର । ଆସନ୍ତା ୧୦ରେ ହେବ ଭୋଟ୍ ଗ୍ରହଣ

ଝାରସୁଗୁଡା ହାଇଭୋଲଟେଜ୍ କ୍ୟାମ୍ପେନର ଆଜି ଶେଷ ପ୍ରଚାର । ଦିନକ ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଶେଷ ଦିନରେ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ । ଝାରସୁଗୁଡ଼ାବାସୀ କାହା ସପକ୍ଷରେ ମତ ଦେବେ, ତା’ ଉପରେ ରହିଛି ସାରା ରାଜ୍ୟର ନଜର । ଗତକାଲି ହାଇଭୋଲଟେଜ୍ ପ୍ରଚାରରେ ଉଠିଥିଲା ପଡିଥିଲା ଝାରସୁଗୁଡ଼ା ସହର । ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ […]