ଦେଶ ବିଦେଶ

୨୬ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ !

୨୬ରେ ଶପଥ ନେବ ଜେଏମ୍‌ଏମ୍‌ ସରକାର । ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍ । ବିଧାନସଭା ନିର୍ବାଚନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଛି ଜେଏମ୍‌ଏମ୍‌ । ପୁନର୍ବାର ବିଜୟ ପରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଝାଡ଼ଖଣ୍ଡରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହରେ ଇଣ୍ଡି ଆଲିଏନ୍ସର ବଡ଼ ବଡ଼ ନେତା ସାମିଲ ହେବେ । ଶପଥ ଗ୍ରହଣ ଉତ୍ସବରେ ମମତା ବାନାର୍ଜୀ, […]

ଦେଶ ବିଦେଶ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍ । ଗୁରୁବାର ଇଡିରେ ହାଜର ହୁଅ !

ବେଆଇନ ଖଣି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ୍ କଲା ପ୍ରବର୍ତ୍ତନା ନିର୍ଦ୍ଦେଶାଳୟ(ଇଡି) । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ତାଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଏହି ମାମଲାରେ ସୋରେନଙ୍କ ଘନିଷ୍ଠ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରିଛି ଇଡି । ଗତ ଜୁଲାଇ ୮ରେ ପଙ୍କଜ ମିଶ୍ରା ଏବଂ ତାଙ୍କ ବ୍ୟବସାୟ ସହ ଜଡ଼ିତ ଝାଡ଼ଖଣ୍ଡର ୧୮ଟି ସ୍ଥାନରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା । ପଙ୍କଜ ମିଶ୍ରା ବେଆଇନ […]