କ୍ଷୁଧାମୁକ୍ତ ଅଭିଯାନରେ ମାଲାବାର ଗ୍ରୁପର ମାଇଲଖୁଣ୍ଟ…
ଭୁବନେଶ୍ୱର, ୨୮/୦୫ : ସମଗ୍ର ବିଶ୍ୱକୁ କ୍ଷୁଧାମୁକ୍ତ କରିବା ଅଭିଯାନରେ ସାମିଲ ହୋଇଛି ବିଶ୍ୱର ଷଷ୍ଠ ବୃହତ୍ତମ ଅଳଙ୍କାର ଗ୍ରୁପ୍ ମାଲାବାର । ବିଶ୍ୱକୁ ସମ୍ପୂର୍ଣ୍ଣ କ୍ଷୁଧାମୁକ୍ତ କରିବା ପାଇଁ ମାଲାବାର ନିଜର ଏହି ଅଭିଯାନକୁ ବୃହତ କରିଛି । ୨୦୨୪-୨୫ ବର୍ଷ ପାଇଁ ପ୍ରତ୍ୟେକ ଦିନ ୫୧ ହଜାର ପୁଷ୍ଟିକର ଖାଦ୍ୟ ମିଲ୍ ପ୍ରଦାନ ଦିଗରେ ଗୁରୁ ଦାୟିତ୍ୱ ବହନ କରିବ ମାଲାବାର । ଏହା ସହିତ ଓଡିଶା, ପଶ୍ଟିମବେଙ୍ଗଲ ଓ ଝାଡଖଣ୍ଡ ସମେତ ପୂର୍ବାଂଚଳରେ […]