ଓଡିଶା ବ୍ୟବସାୟ

ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି ଅରୁନ୍ଧତୀ ଜୁଏଲର୍ସ…

‘ଅର୍ଘ୍ୟ’ ଓ ‘ଆରାଧ୍ୟା’ କଲେକ୍ସନ୍, ଗଢ଼ା ମଜୁରିରେ ଆକର୍ଷଣୀୟ ରିହାତିଭୁବନେଶ୍ୱର, (ଏଫ୍ଟୁଏସ୍) : ଭୁବନେଶ୍ୱର ଜନପଥରେ ଥିବା ଅରୁନ୍ଧତୀ ଜୁଏଲର୍ସ ନୂଆ ଏବଂ ବୃହତ ରୂପରେଖ ନେଇ ଗ୍ରାହକଙ୍କ ନିକଟକୁ ଆସିଛି । ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର ତଥା ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା, ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଏବଂ ନିର୍ଦ୍ଦେଶକ ଅରୁନ୍ଧତୀ ମେହେରଙ୍କ ଦ୍ୱାରା ନବୀକୃତ ସୋରୁମକୁ ଗ୍ରାହକଙ୍କ ଲାଗି ଉତ୍ସର୍ଗ କରାଯାଇଛି ।ଅରୁନ୍ଧତୀ ଜୁଏଲର୍ସ ନିଜର ୨୫ ବର୍ଷ […]

ଓଡିଶା

ମାଲାବାରର ସ୍ୱତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ…

ଭୁବନେଶ୍ୱର, ୦୧/୦୬ : ଚନ୍ଦ୍ରଶେଖରପୁରସ୍ଥିତ ମାଲାବାର ଗୋଲଡ୍ ଆଣ୍ଡ ଡାଇମଣ୍ଡସର ଏକ୍ସକ୍ଲୁସିଭ୍ ଆଉଟଟ୍ଟ୍ ପରିସରରେ ୧୦ ଦିନିଆ ସ୍ୱତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି । ଷ୍ଟୋରରେ ଏରା ଓ ପ୍ରେସିଆ ଜୁଏଲେରୀ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ ୨୦୨୩-୨୪ ଡ. ସାଇ ପ୍ରସନ୍ନା ବେହେରା ଉଦଘାଟନ କରିଥିଲେ । ଏହି ଏକ୍ସକ୍ଲୁସିଭ୍ ପ୍ରଦର୍ଶନୀରେ ସୁନା ଅଳଙ୍କାର, ଅନ୍୍ କଟ୍ ଡାଏମଣ୍ଡସ୍ ଏବଂ ମୂଲ୍ୟବାନ ରତ୍ନପଥର ଅଳଙ୍କାର […]

ଓଡିଶା ବ୍ୟବସାୟ

ତନିସ୍କରେ ସାବିତ୍ରୀ ବ୍ରତ ଅଫର, ହୀରା ଗହଣା ମୂଲ୍ୟ ଉପରେ ୨୦% ରିହାତି…

ଭୁବନେଶ୍ୱର, ୩୧/୦୫ : ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଆଣିଛି ସାବିତ୍ରୀ ଉପଲକ୍ଷେ ସ୍ୱତନ୍ତ୍ର ଅଫର । ବ୍ରାଣ୍ଡ ପକ୍ଷରୁ ସୁନା ଗହଣା ଗଢ଼ା ମଜୁରି ଉପରେ ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ଅଫର ୨୦୨୪ ମେ’ ୩୧ରୁ ଜୁନ୍ ୨ ଯାଏ ଓଡ଼ିଶାରେ ଥିବା ସମସ୍ତ ତନିସ୍କ ଷ୍ଟୋରରେ ଉପଲବ୍ଧ ହେବ । ଷ୍ଟୋରରେ ଚମତ୍କାର କାନଫୁଲଠାରୁ ଆରମ୍ଭ କରି […]

ଓଡିଶା ବ୍ୟବସାୟ

ସାବିତ୍ରୀ ଉପଲକ୍ଷେ ଚାନ୍ଦି ଭଣ୍ଡାରର ‘ସଙ୍ଗମ’ କଲେକ୍ସନ …

ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦% ରିହାତିଭୁବନେଶ୍ୱର, ୩୧/୦୫ : ‘ସାବିତ୍ରୀ’ ଉପଲକ୍ଷେ ରୁପା ଗହଣାର ଏକ୍ସକ୍ଲୁସିଭ୍ ସୋ’ରୁମ୍ ଚାନ୍ଦି ଭଣ୍ଡାର ଆଣିଛି ‘ସଙ୍ଗମ’ କଲେକ୍ସନ । ଏହି କଲେକ୍ସନରେ ଷ୍ଟର୍ଲିଂ ସିଲଭରରେ ଅତି ଯତ୍ନର ସହ ପ୍ରସ୍ତୁତ ପ୍ରତ୍ୟକ ମଙ୍ଗଳସୂତ୍ର ପରମ୍ପରା ଏବଂ ସମସାମୟିକ ଆକର୍ଷଣର ସୁସଙ୍ଗତ ମିଶ୍ରଣକୁ ଦର୍ଶାଇଛି । ଚମତ୍କାର ଜିର୍‌କନ୍ ପଥର, ସୂକ୍ଷ୍ମ ମୁକ୍ତା ଏବଂ ଜଟିଳ ଅକ୍ସିଡାଇଜ୍‌ଡ ଡିଟେଲିଂରେ ସୁସଜ୍ଜିତ ଏହି ମଙ୍ଗଳସୂତ୍ରଗୁଡ଼ିକ ବିବାହର ଅନନ୍ତ ପବିତ୍ରତାର ପ୍ରତୀକ […]

ଓଡିଶା ବ୍ୟବସାୟ

ନାରାୟଣ ଜୁଏଲରୀ ସୋରୁମର ଉଦ୍ଘାଟନ

ଭୁବନେଶ୍ୱର, ୨୬/୧୧ (ଅଭିଜିତ୍ ସିଂ) : ସୁନା ଗହଣା କ୍ରୟ ଏବଂ ବିକ୍ରୟରେ ୩୦ବର୍ଷର ଅଭିଜ୍ଞତା ସହ ପ୍ରଥମ ଥର ପାଇଁ ରିଟେଲ କ୍ଷେତ୍ରରେ ପାଦ ଥାପିଛନ୍ତି ନାରାୟଣ ଜୁଏଲର୍ସ । ସ୍ଥାନୀୟ ଅଶୋକନଗର ଜନପଥଠାରେ ଏହାର ନୂତନ ସୋରୁମ୍ ଖୋଲାଯାଇଛି । ନାରାୟଣ ଜୁଏଲର୍ସର ମ୍ୟାନେଜିଂ ପାର୍ଟନ ଦିଲ୍ଲୀପ କୁମାର ପାତ୍ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ନିଜର ଅତ୍ୟାଧୁନିକ ସୋରୁମ ଉଦ୍ଘାଟନ କରିଛନ୍ତି । ୩୦୦୦ ସ୍କୋୟାରଫୁଟ ସ୍ଥିତ ଏହି ସୋରୁମରେ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ […]

ଓଡିଶା ବ୍ୟବସାୟ

ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର…

ଭୁବନେଶ୍ୱର : ରୁପା ଗହଣାର ଏକ୍ସକ୍ଲୁସିଭ୍ ବ୍ରାଣ୍ଡ ଚାନ୍ଦି ଭଣ୍ଡାର ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ରେ ଏକ ବ୍ରାଣ୍ଡ ନ୍ୟୁ ଷ୍ଟୋର ଖୋଲିଯାଇଛି । ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଗହଣାର ପ୍ରମୁଖ ସ୍ଥଳ ଭାବେ ଏହା ଚାନ୍ଦି ଭଣ୍ଡାରର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ନୂଆ ଷ୍ଟୋରରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ କାଳଜୟୀ ଅକ୍ସିଡାଇଜଡ ସିଲଭର ଗହଣାର ବ୍ୟାପକ ସମ୍ଭାର ଉପଲବ୍ଧ । ଏଠାରେ ବ୍ରାଣ୍ଡର ଅତ୍ୟାଧୁନିକ ତଥା ନୂଆ ‘ଆର୍ଯ୍ୟ’ ଏବଂ ‘ଆମୋଘ […]