ଓଡିଶା ବ୍ୟବସାୟ

୩୦ ହଜାର ଟଙ୍କାର ସୁନା ଅଳଙ୍କାର କ୍ରୟ କରି ୧୦୦ ମିଲିଗ୍ରାମର ସୁନା କଏନ୍ ପାଆନ୍ତୁ…

ଭୁବନେଶ୍ୱର : ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍ସ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଶୋ’ରୁମରେ ଏକ୍ସକ୍ଲୁଶିଭ୍ ବ୍ରାଣ୍ଡେଡ୍ ଜୁଏଲରୀ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନା, ହୀରା ଏବଂ ମୂଲ୍ୟବାନ ଜେମ୍ସ ଜୁଏଲରୀ ବିକ୍ରି ପ୍ରଦର୍ଶନୀ ହୋଇଛି । ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ସୁପ୍ରିୟା ନାଏକ ଉପସ୍ଥିତ ରହି ଏକ୍ସୁକ୍ଲିଶିଭ୍ ଜୁଏଲରୀ ପ୍ରଦର୍ଶନୀ କରିଥିଲେ । ଏହି ଶୋ’ ଚଳିତମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରୁବି, ଏମେରାଲ୍ଡ, ଅନକଟ୍ ଡାଇମଣ୍ଡ ଜୁଏଲରୀ […]