ଓଡିଶା

୨୫୦ ରୁ ଉର୍ଦ୍ଧ୍ୱ ପ୍ରତିଭାଙ୍କୁ ମିଳିବ ଜୟଦେବ ଗୌରବ ସମ୍ମାନ…

ଭୁବନେଶ୍ୱର, ୧୪/୧୨ (ଅଭିଜିତ୍ ସିଂ) : ଚଳିତ ଡିସେମ୍ବର ୨୦ରୁ ଆୟୋଜିତ ହେବ ଜୟଦେବ ଗୌରବ ସମ୍ମାନ ୨୦୨୩ । ଏହି ଅବସରରେ ବଲିଉଡ୍ ସିନେ ତାରକା ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାମୀଦାମୀ କଳାକାର ସାମିଲ ହେବ । ଏ ନେଇ ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ଡିସେମ୍ବର ୨୦, ୨୧ ଏବଂ ୨୨ ତାରିଖରେ ଜୟଦେବ ଗୌରବ ସମ୍ମାନ ୨୦୨୩ […]