ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ୩ ଦିବ୍ୟାଙ୍ଗ
ଭୁବନେଶ୍ୱର, ୨୫/୧୨ (ଅଭିଜିତ୍ ସିଂ) : ଭିନ୍ନକ୍ଷମ ହେଉଛନ୍ତି ସମାଜର ଅବିଚ୍ଛେଦ୍ୟ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦେ୍ଦଶ୍ୟରେ ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି ।ସୂଚନାନୁସାରେ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କ ବାମ ହାତର ପାପୁଲି ନାହିଁ । କିନ୍ତୁ ମନରେ […]