ରାଜ୍ୟବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି ସଙ୍ଗୀତା, ମେଡିକାଲ ବେଡରେ ବ୍ଲଡ କ୍ୟାନ୍ସର ସହ ଜାରି ରହିଛି ସଂଘର୍ଷ
ବାପା-ମାଙ୍କର ସାହା ହେବ ବୋଲି କଥା ଦେଇଥିଲା ସଙ୍ଗୀତା । ସ୍ବପ୍ନକୁ ପୂରଣ କରିବା ଲାଗି କଠୋର ପରିଶ୍ରମ ମଧ୍ୟ ଜାରି ରଖିଥିଲା । ହେଲେ ଦଇବ ସହିଲା ନାହିଁ । ସଙ୍ଗୀତାଙ୍କ ସ୍ବପ୍ନରେ ଏବେ ଡୋରି ବାନ୍ଧି ହୋଇଯାଇଛି । ଏବେ ସଙ୍ଗୀତା ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ ହୋଇ ମେଡିକାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବାବେଳେ ସଙ୍ଗୀତାଙ୍କ ଜୀବନ ବଞ୍ଚାଇବା ଲାଗି ଦରକାର […]