ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କାମ କରେ ପାଣ୍ଡବ ଜେନା ଫାଉଣ୍ଡେସନ୍
ଜଟଣୀ : ସଂସ୍କୃତି ସୁରକ୍ଷା ସମିତି ନେତୃତ୍ବରେ ଓ ପାଣ୍ଡବ ଜେନା ଫାଉଣ୍ଡେସନ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ପରିସରରେ ଷୋଡଶ ମେଧାବୀ ଅଭିନନ୍ଦନ ୨୦୨୩ ଅନୁଷ୍ଠିତ ହୋଇଯାଇଛି l ପାଣ୍ଡବ ଜେନା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସମାଜସେବୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀର ମୁଖ୍ୟ ସମ୍ପଦାକ ତଥାଗତ ଶତପଥୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ନାଇଜରର ଡିନ୍ ଡ. ପ୍ରଣୟ କୁମାର […]