ଓଡିଶା

ଟିକେ ବିଳମ୍ବ ହୋଇଥିଲେ ଚାଲିଯାଇଥାଆନ୍ତା ଜୀବନ !

ଜଟଣୀ : ଆର୍.ପି.ଏଫ୍.ଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା ବୃଦ୍ଧାଙ୍କଜୀବନ । ନିଜ ପରିଜନଙ୍କ ସହ ପୁରୀ ଯାଇଥାଆନ୍ତେ ବୃଦ୍ଧା । ପ୍ଲାଟଫର୍ମ ନମ୍ବର ୪କୁ ଆସିଥିଲା ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ । ପରିବାର ଲୋକ ଟ୍ରେନ୍ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଟ୍ରେନ୍ ଛାଡିଦେଇଥିଲା । ଏହି ସମୟରେ ବୃଦ୍ଧା ଜଣଙ୍କ ଇତସ୍ତତଃ ହୋଇ ଟ୍ରେନ୍ ପଛେ ପଛେ ଦୌଡି ଟ୍ରେନକୁ ଚଢିବାକୁ ଉଦ୍ୟମ କରୁଥିଲେ । ମାତ୍ର ସେଠାରେ ସେ ଖସିପଡିଥିଲେ । ଏହି ସମୟରେ […]