ପଥଚାରୀଙ୍କ ପାଇଁ ଲୋକାର୍ପିତ ହେଲା ଫାଷ୍ଟେଡ୍ ବକ୍ସ
ଜଟଣୀ: ଦୁର୍ଘଟଣା ସମୟରେ ପଥଚାରୀଙ୍କୁ ତୁରନ୍ତ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ଫାଷ୍ଟେଡ୍ ବକ୍ସ । ଜଟଣୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ଏହି ଫାଷ୍ଟେଡ୍ ବକ୍ସ ଲୋକାର୍ପିତ ହୋଇଛି । ବର୍ଷତମାମ ସହର ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସମୟରେ ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିବା ସହ ଜନମାନସରେ ପ୍ରଶଂସିତ ହୋଇପାରିଛି ସମ୍ଭାବନା ପରିବାର । ସର୍ବଦା ଜନହିତକର କାର୍ଯ୍ୟ ଯଥା- ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଚେତନତା ବାର୍ତ୍ତା ପ୍ରଚାର ଆଦି କାର୍ଯ୍ୟ […]