ଓଡିଶା

ପାର୍କର ଉନ୍ନତି ନାମରେ ଦୁର୍ନୀତି ଅଭିଯୋଗ !

ଜଟଣୀ : କୁଆଡେ ଗଲା ସୁଖ ଶାନ୍ତି ପାର୍କ । ଶାସକ ଦଳର ପୌର ପ୍ରଶାସନର କଳା ଚାଦର ତଳେ ଲୁଚି ଗଲା କି ସୁଖ-ଶାନ୍ତି ପାର୍କ ? ଏ ପ୍ରଶ୍ନ ପଚାରିଛନ୍ତି ଜଟଣୀର ବୁଦ୍ଧିଜୀବୀ । ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ପୁନରୁଦ୍ଧାର ହୋଇଛି ସୁଖ-ଶାନ୍ତି ପାର୍କ । ହେଲେ ସୁଖ-ଶାନ୍ତି ପାର୍କ ଏବେ ବିଜୁ ପଟ୍ଟନାୟକ ପାର୍କ ନାମରେ ନାମିତ ହୋଇଛି । […]