ଓଡିଶା

ସେବା ମନୋଭାବ ହିଁ ମାନବ ସମାଜକୁ ଉନ୍ନତି କରାଏ…

ଜଟଣୀ : ୧୯୭୩ ମସିହାରେ ବରିଷ୍ଠ ରାଜ ଯୋଗିନୀ ବ୍ରହ୍ମା କୁମାରୀ ଡଃ କମଲେଶ ଦିଦି ଜି ଉତ୍କଳ ଧରଣୀରେ ସର୍ବ ପ୍ରଥମେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାପନା କାର୍ଯ୍ୟରେ ଯେଉଁ ଆଧ୍ୟାତ୍ମିକ ସେବା ପ୍ରଦାନ କରିଥିଲେ ତାହାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜଟଣୀ ସ୍ଥିତ ଅଗ୍ରୱାଲ ଧର୍ମଶାଳା ପ୍ରାଙ୍ଗଣରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଭୁବନେଶ୍ବର ଅପରାଜିତା ଷଡଙ୍ଗୀ […]

ଓଡିଶା

ପାର୍କର ଉନ୍ନତି ନାମରେ ଦୁର୍ନୀତି ଅଭିଯୋଗ !

ଜଟଣୀ : କୁଆଡେ ଗଲା ସୁଖ ଶାନ୍ତି ପାର୍କ । ଶାସକ ଦଳର ପୌର ପ୍ରଶାସନର କଳା ଚାଦର ତଳେ ଲୁଚି ଗଲା କି ସୁଖ-ଶାନ୍ତି ପାର୍କ ? ଏ ପ୍ରଶ୍ନ ପଚାରିଛନ୍ତି ଜଟଣୀର ବୁଦ୍ଧିଜୀବୀ । ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡରେ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ବରାଦରେ ପୁନରୁଦ୍ଧାର ହୋଇଛି ସୁଖ-ଶାନ୍ତି ପାର୍କ । ହେଲେ ସୁଖ-ଶାନ୍ତି ପାର୍କ ଏବେ ବିଜୁ ପଟ୍ଟନାୟକ ପାର୍କ ନାମରେ ନାମିତ ହୋଇଛି । […]

ଓଡିଶା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଡେମୋ ଦେଖାଇଲା ଅଗ୍ନିଶମ ବାହିନୀ…

ଜଟଣୀ : ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ମୁକାବିଲା କରିବା, ବିପର୍ଯ୍ୟୟ ପୂର୍ବରୁ ଏବଂ ବିପର୍ଯ୍ୟୟ ପରେ କଣ ସବୁ ପଦକ୍ଷେପ ଗ୍ରହଣ କରିବା ସହ ନିଜେ କିପରି ସଚେତନ ରହି ଅନ୍ୟମାନଙ୍କୁ ସଚେତନତା କରିବା ଏ ନେଇ ଜଟଣୀ ପୌରପରିଷଦ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ ଅଧିକାରୀ ବିସ୍ତୃତ ଭାବେ ଲୋକମାନଙ୍କ […]