ଓଡିଶା

ଜଟଣୀ ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର…

ଖୋର୍ଦ୍ଧା, (ଏଫ୍ଟୁଏସ୍) : ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ଜଟଣୀ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା, ଉପ-ଜିଲ୍ଲାପାଳ. ଭୁବନେଶ୍ୱର ଶ୍ରୀ ମହେନ୍ଦ୍ର ପଣ୍ଡା, ଡେପୁଟି କଲେକ୍ଟର, ଅଭିଯୋଗ ସୁଶ୍ରୀ ଶ୍ରୀତପା ମିଶ୍ର, ବିଡିଓ ଜଟଣୀ ରଶ୍ମିତା ନାଥ, ତହସିଲଦାର ଜଟଣୀ ପୀ୍ରତି ପର୍ଣ୍ଣା ମିଶ୍ର, ଏସିପି ଜୋନ୍-୪, ଭୁବନେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ […]